ବିଜେଡି ବିରୋଧରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: -ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଓ ପରେ ତିନି ବିଜେପି ବିଧାୟକଙ୍କୁ ବାଚସ୍ପତି ସସପେଣ୍ଡ କରିବା ପ୍ରସଙ୍ଗରେ ଗତକାଲିଠାରୁ ବିଧାନସଭା ପରିସର ଗାନ୍ଧୀ ମୂର୍ତୀ ତଳେ ଧାରଣା ଦେଇଥିବା ବିଜେପି ବିଧାୟକ ଦଳ ଆଜି ସାମ୍ବାଦିକ ସମ୍ମିଳନୀ କରି ବାଚସ୍ପତିଙ୍କୁ … Read More

ଦଲାଲଙ୍କ କବ୍‌ଜାରେ SCB ମେଡିକାଲ, ଦୁଇ ଦିନରେ ୯ ଜଣ ଦଲାଲ ଗିରଫ

କଟକ: ମେଡିକାଲରେ ନୁହଁ, ନର୍ସିଂହୋମରେ ମିଳିବ ଭଲ ଚିକିତ୍ସା । ରୋଗୀଙ୍କୁ ପ୍ରଲୋଭିତ କରି ଭୁଆଁ ବୁଲାଉଛନ୍ତି ଦଲାଲ ।  ଦଲାଲଙ୍କ କବଜାରେ କଟକ ଏସସିବି ମେଡିକାଲ । ମେଡିକାଲର ଚତୁଃପାର୍ଶ୍ଵରେ ମାଳ ମାଳ ଛୋଟବଡ଼ ଘରୋଇ ନର୍ସିଂହୋମ ଏବଂ ଲ୍ୟାବ୍‌ ରହିଛି … Read More

ରାଗିଂ ଅଭିଯୋଗର ତଦନ୍ତ ରିପୋର୍ଟ ପ୍ରଦାନ

ସମ୍ବଲପୁର:-ସମ୍ବଲପୁର ସରକାରୀ ହୋମିଓପାଥି କଲେଜରେ ରାଗିଂ ଅଭିଯୋଗ ଘଟଣାର ତଦନ୍ତ କରି କଲେଜ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଛି।  ଦିଲ୍ଲୀ ସ୍ଥିତ ଆଣ୍ଟି ରାଗିଂ ସେଲ୍, ଆୟୁଷ ମନ୍ତ୍ରଣାଳୟ, ସମ୍ବଲପୁର ଜିଲ୍ଲାପାଳ ଓ ଏସିପଙ୍କୁ ରିପୋର୍ଟ ପ୍ରଦାନ କରିଛି ହୋମିଓପାଥି କଲେଜର … Read More

‘ମିସେସ୍‌ ଫେମିନା’ ମୁକୁଟ ପିନ୍ଧିଲେ ଓଡିଆ ମହିଳା ଇପ୍ସିତା

କଟକ: ମିସେସ୍‌ ଫେମିନାର ମୁକୁଟ ପିନ୍ଧିଲେ ଓଡିଆ ମହିଳା ଇପ୍ସିତା । ଅନଲାଇନ୍‌ ପ୍ରତିଯୋଗିତାରେ ସଭିଙ୍କୁ ପଛରେ ପକାଇ ନିଜ ନାଁରେ କଲେ ବିଜୟ ଟାଇଟଲ । ବଣ୍ଡା ଓ କନ୍ଧ ଆଦିବାସୀଙ୍କ ଶାଢୀ ପିନ୍ଧି ବିଚାରକ ମଣ୍ଡଳୀକୁ କଲେ ଆକୃଷ୍ଟ । … Read More

ଲାଗୁ ହେବନି ଡେ’ କର୍ଫ୍ୟୁ :SRC

ଭୁବନେଶ୍ୱର:-ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ ଓ କର୍ଫ୍ୟୁ ଲାଗୁ ସମ୍ପର୍କରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଏନେଇ ସ୍ପଷ୍ଟ କରିଛନ୍ତି (SRC) ସ୍ୱତନ୍ତ୍ର ରିଲଫ୍ କମିଶନର ପ୍ରଦୀପ କୁମାର ଜେନା। ସେ କହିଛନ୍ତି ରାଜ୍ୟରେ ଦିନ କର୍ଫ୍ୟୁ ଲାଗୁ … Read More

ସୀମାରେ ପୁଣି ଆନ୍ଧ୍ରର ହୀନ ଚକ୍ରାନ୍ତ, ପ୍ରକାଶ କରିଛି ନିର୍ବାଚନୀ ବଜ୍ଞପ୍ତି

କୋରାପୁଟ:– ସୀମାରେ ପୁଣି ଆନ୍ଧ୍ରର ହୀନ ଚକ୍ରାନ୍ତ । କୋରାପୁଟ ଜିଲ୍ଲାର ତଲଗଂଜେଇପଦରରେ ନିର୍ବାଚନ କରିବାକୁ ଆନ୍ଧ୍ର ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ବିଜ୍ଞପ୍ତି । ତଲଗଂଜେଇପଦରକୁ ଗଂଜେଇଭାଦ୍ର ଭାବେ ନାମିତ କରି ସମିତି ସଭ୍ୟ ନିର୍ବାଚନ କରୁଛି ଆନ୍ଧ୍ର । ସେହିପରି … Read More

ସପ୍ତାହକୁ ୩ ଦିନ ମାଆ ମଝିଘରିଆଣୀ ଦର୍ଶନ ବନ୍ଦ

ରାୟଗଡ଼ା;-ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶାର ପ୍ରମୁଖ ଦୈବି ପୀଠ ରାୟଗଡାର ମା’ ମଝିଘରିଆଣୀଙ୍କ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଜାରି ହୋଇଥିବା ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରତି ସପ୍ତାହର ମଙ୍ଗଳବାର, ବୁଧବାର … Read More

ବାଚସ୍ପତିଙ୍କୁ ଚପଲ ଫିଙ୍ଗା ଘଟଣା: ବିଜେପିର ୩ ବିଧାୟକ ସସ୍‌ପେଣ୍ଡ

ଭୁବନେଶ୍ୱର:- ବିଧାନସଭାରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଓ ଇୟରଫୋନ୍ ଫିଙ୍ଗା ଘଟଣାରେ ୩ ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀ ଓ ମୋହନ ମାଝୀଙ୍କୁ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଚଳିତ ଅଧିବେଶନରୁ ନିଲମ୍ବନ କରିଛନ୍ତି। ତେବେ ଏହାର … Read More

ବିଧାନସଭାରେ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା, ସ୍ୱାଧିକାର କମିଟି ଗଠନ

ଭୁବନେଶ୍ୱର: ଚପଲ ଫିଙ୍ଗି ନିଲମ୍ବିତ ହେଲେ, ଧାରଣା ଦେଲେ । ବିଧାନସଭାରୁ ବିଜେପିର ୩ ଜଣ ବିଧାୟକ ନିଲମ୍ବିତ ହେବା ପରେ ସମସ୍ତ ବିଜେପି ବିଧାୟକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିଲେ । ଧାରଣାରତ ବିଜେପି ବିଧାୟକଙ୍କୁ ଭେଟି ଆଲୋଚନା … Read More

ବିଧାନସଭାରେ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା, ସ୍ୱାଧିକାର କମିଟି ଗଠନ

ଭୁବନେଶ୍ୱର: ବିଧାନସଭାରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା । ବାଚସ୍ପତିଙ୍କ ନିର୍ଦ୍ଦେଶରେ ଗଠନ ହେଲା ସ୍ୱାଧିକାର କମିଟି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । କମିଟିରେ ୩ ଜଣ ବିଧାୟକ ସଦସ୍ୟ … Read More