ମୋଦିଙ୍କୁ ୩୦୦ କୋଟି ଟଙ୍କା ମାଗିଲେ ନବୀନ

ଭୁବନେଶ୍ୱର:-ଦେଶରେ କରୋନା ଭାଇରସର ଦ୍ୱିତୀୟ ହୁ ହୁ ହୋଇ ବଢ଼ୁଥିବା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପୁଣିଥରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚ୍ୟୁଆଲ ବୈଠକ କରିଛନ୍ତି। ବୈଠକରେ ଦେଶରେ କରୋନା ମହାମାରୀର ସ୍ଥିତିର ସମୀକ୍ଷା … Read More

ଟ୍ୱିନ୍ ସିଟିରେ କାଳବୈଶାଖୀ ବର୍ଷା,

ଭୁବନେଶ୍ୱର:- ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି । ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଛି । ପବନ ସହ ତୁହାକୁ ତୁହା ବର୍ଷା ହେଉଛି । ବିଜୁଳି ଘଡ଼ଘଡ଼ି ବି ମାରୁଛି । ବର୍ଷା ପବନ ହେଉଥିବାରୁ ଗୁଳୁଗୁଳିରୁ … Read More

୧୬ ଜିଲ୍ଲାରେ ପୁଣି ଖୋଲିବ ଅସ୍ଥାୟୀ ମେଡିକାଲ କେନ୍ଦ୍ର,

ଭୁବନେଶ୍ୱର;-ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ପୁଣିଥରେ ଅସ୍ଥାୟୀ ମେଡିକାଲ କେନ୍ଦ୍ର(ଟିଏମସି) ଖୋଲିବା ଓ ୭ଦିନିଆ କ୍ୱାରେଣ୍ଟାଇନରେ ରହିବା ନିୟମକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। ଟିଏମସି ଖୋଲିବା ପାଇଁ ରାଜ୍ୟ ସରକାର ଆଜି ୧୬ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅନୁମତି … Read More

ଇନ୍ଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା, ଷ୍ଟାଟସ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଇନ୍ଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା। ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୨୨କୁ ଧାର୍ଯ୍ୟ କରିଛନ୍ତି କୋର୍ଟ । ତେବେ ମାମଲାରେ ଓଟିଭି ଗ୍ରୁପର ୪ … Read More

ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ମାଡ଼

ଉଦଳା:- ତହସିଲ୍‌ଦାର ଓ ଅତିରିକ୍ତ ତହସିଲଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ କପ୍ତିପଦା ପୁଲିସ ମାଡ଼ ମାରିଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା … Read More

ରାମ ମନ୍ଦିର ଫଙ୍କସନ୍ ହଲ ସହ ଅକ୍ସଫୋର୍ଡ କଲେଜକୁ ସିଲ୍ କଲା ବିଏମସି

ଭୁବନେଶ୍ୱର: ରାଜଧାନୀରେ କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ ବିଭିନ୍ନ ହୋଟେଲ ଓ ହଲରେ ଉତ୍ସବ ଉପରେ ବିଏମସି କଟକଣା ଜାରି କରିଛି । କୌଣସି ଉତ୍ସବ ପାଇଁ ବିଏମସି ଠାରୁ ଅନୁମତି ନେବାକୁ କୁହାଯାଇଛି । ତଥାପି ଅଧିକାଂଶ ସ୍ଥାନରେ ବିଏମସି ଠାରୁ … Read More

ଦିନକରେ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର:- କୋଭିଡ୍‌ କଟକଣା ଉଲ୍ଲଙ୍ଘନ ନେଇ ପୁଲିସର ସ୍ପେଶାଲ ଡ୍ରାଇଭ୍‌ କରୁଛି। ଗତ ୨୪ ଘଣ୍ଟାରେ ପୁଲିସ ୨୭ ଜଣଙ୍କୁ ଗିରଫ କରିଥିବା ବେଳେ ୮୭୦ଟି ଗାଡ଼ି ଜବତ କରିଛି। ଦିନକରେ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଜରିମାନା … Read More

ଉଚ୍ଛେଦ ବେଳେ ପୋଲିସ-ବସ୍ତି ବାସିନ୍ଦା ମୁହାଁମୁହିଁ

ଭୁବନେଶ୍ୱର: –ବସ୍ତି ଉଚ୍ଛେଦକୁ ବିରୋଧ । ରେଳ ମାର୍କେଟ ନିକଟ ସାଇନଥ ବସ୍ତି ଉଚ୍ଛେଦକୁ ବିରୋଧ କରାଯାଇଛି । ପୋଲିସ ଓ ବସ୍ତିବାସିନ୍ଦାଙ୍କ ଭିତରେ ପ୍ରବଳ ଗଣ୍ଡଗୋଳ ହୋଇଛି । ବସ୍ତି ଉଚ୍ଛେଦ ପାଇଁ ପହଞ୍ଚିଥିବା ବିଡିଏ କର୍ମଚାରୀଙ୍କୁ ବିରୋଧ କରିଛନ୍ତି … Read More

ପିପିଲିରେ ମୁତୟନ ହେବେ ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ

ଭୁବନେଶ୍ୱର:-ପିପିଲି ଉପନିର୍ବାଚନକୁ ମୁକ୍ତ,ଅବାଧ ଓ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ପିପିଲିରେ ୧୭ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ସୁରକ୍ଷା ଦାୟିତ୍ୱରେ ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ଓ ୧୮ ପ୍ଳାଟୁନ୍ … Read More

କୋଟିଆରେ ଜାରି ହେଲା ୧୪୪ ଧାରା,

ଜୟପୁର: କରୋନା ପାଇଁ କୋଟିଆରେ ଜାରି ହେଲା ୧୪୪ ଧାରା । କୌଣସି ଲୋକ ବାହାରକୁ ବାହାରିବାକୁ ବାରଣ କରାଯାଇଛି । ୩ ଦିନ ପାଇଁ କୋଟିଆରେ ୧୪୪ ଧାରା ଜାରି କରାଯାଇଥିବା କୋରାପୁଟ ଜିଲ୍ଲାପାଳ ଘୋଷଣା କରିଛନ୍ତି । କୌଣସି ଯାନ … Read More