ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ କଙ୍ଗନା

ପୁରୀ:-ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଆଜି ସକାଳୁ ପୁରୀରେ ପହଞ୍ଚି  ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ସକାଳୁ ସକାଳୁ ଭୁବନେଶ୍ୱରରୁ ଶ୍ରୀମନ୍ଦିରରେ ପହଞ୍ଚି  ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି କଙ୍ଗନା । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ସମୟରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ … Read More

ରେଭେନ୍ସାରେ ବୁଲୁଛି ହାତୀ

କଟକ: ରେଭେନ୍‌ସା ଦ୍ବିତୀୟ କ୍ୟାମ୍ପସରେ ହାତୀ ଆତଙ୍କ  । ସିଡିଏ ସେକ୍ଟର ୧୪ ଅଞ୍ଚଳରେ ନିର୍ମାଣାଧୀନ ରେଭେନ୍ସାର ଦ୍ବିତୀୟ କ୍ୟାମ୍ପସ ଭିତରରେ ବୁଲୁଛନ୍ତି ଦୁଇଟି ହାତୀ । ହାତୀ ଦୁଇଟି ଗତକାଲି ବିଳମ୍ବିତ ରାତିରେ ମହାନଦୀ ପାର ହୋଇ କ୍ୟାମ୍ପସ ଭିତରକୁ ପଶିଆସିଥିଲେ  … Read More

ସାର୍ଟିଫିକେଟ୍ ପାଇଁ ଯିବାକୁ ପଡିବ ନାହିଁ ବୋର୍ଡ ଅଫିସ, ଅନ୍‌ଲାଇନରେ ମିଳିବ କାଗଜପତ୍ର

ଭୁବନେଶ୍ବର: ସାର୍ଟିଫିକେଟ୍‌ ଓ ଶିକ୍ଷା ସମ୍ବନ୍ଧୀୟ ଅନ୍ୟ କାଗଜପତ୍ର ପାଇଁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଏଣିକି ଆଉ ସ୍କୁଲ କି ବୋର୍ଡ ଅଫିସକୁ ଯିବାକୁ ପଡ଼ିବ ନାହିଁ। ଏବେ ଅନ୍‌ଲାଇନ୍‌ ଜରିଆରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ଅନ୍ୟ କାଗଜପତ୍ର ପ୍ରଦାନ କରାଯିବ … Read More

ଆଶିଷ ସିଂ ହେଲେ ଅବକାରୀ କମିଶନର,

ଭୁବନେଶ୍ୱର:-୨୦୦୪ ମସିହା ବ୍ୟାଚ୍ ଆଇପିଏସ ଆଶିଷ କୁମାର ସିଂଙ୍କୁ ରାଜ୍ୟ ଅବକାରୀ କମିଶନର ଭାବେ ନିଯୁକ୍ତି ମିଳିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କେନ୍ଦ୍ରାଂଚଳ ଡିଆଇଜି ତଥା ଆଇପିଏସ୍ ଶ୍ରୀ ସିଂଙ୍କୁ ଅବକାରୀ କମିଶନର ଭାବେ ବଦଳି … Read More

କାଲି ଗୃହରେ ଧାନ କିଣା ନେଇ ବିବୃତି ରଖିବେ ସମବାୟ ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭରୁ ହଟ୍ଟଗୋଳ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାରମ୍ବାର ଗୃହ ମୁଲତବି ହୋଇଛି । ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଛନ୍ତି । ସର୍ବଦଳୀୟ ବୈଠକ ପରେ ବାଚସ୍ପତି ଗୃହରେ ରୁଲିଂ ଦେଇଛନ୍ତି … Read More

ନିଶାମୁକ୍ତ ହେବ ଶିକ୍ଷାନୁଷ୍ଠାନ: ଅରୁଣ ସାହୁ

ଭୁବନେଶ୍ୱର:-ନିଶା ମୁକ୍ତ ହେବ କ୍ୟାମ୍ପସ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଆସନ୍ତା ଶିକ୍ଷାବର୍ଷରୁ ନିଶାମୁକ୍ତ ହେବ ଶିକ୍ଷାନୁଷ୍ଠାନ। ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ଜାତୀୟ ସେବା ଯୋଜନା ଓ NSSର ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି … Read More

ବାଚସ୍ପତିଙ୍କ ସମ୍ମୁଖରେ ଥିବା ଫାଇବର ଖସାଇଦେଲେ ବିରୋଧୀ

ଭୁବନେଶ୍ୱର: ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ଗୃହରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି । ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ହଟ୍ଟଗୋଳ ଜାରି ରଖିଥିବା ବେଳେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ବୈଠକ ପରେ ସମବାୟ ମନ୍ତ୍ରୀଙ୍କୁ ଆସନ୍ତାକାଲି ଗୃହରେ … Read More

ବୁଲେଟ୍‌ କିଣିବାକୁ କହି ଆକାଉଣ୍ଟରୁ ଲକ୍ଷେ ଟଙ୍କା ଲୁଟିନେଲେ ସାଇବର ଠକ

ନୂଆପଡ଼ା:-ବୁଲେଟ୍‌ କିଣିବାକୁ କହି ଶାହାରୁଖ ଖାଁଙ୍କ ଆକାଉଣ୍ଟରୁ ଲକ୍ଷେ ୨୧ ହଜାର ଟଙ୍କା ଲୁଟି ନେଲେ ସାଇବର ଠକ। ଆଜି ଏପରି ଅଭିଯୋଗ ଆସିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ … Read More

କୋଭିଡ୍ ବଢ଼ିପାରେ, ଜିଲ୍ଲାପାଳଙ୍କୁ ସତର୍କ କଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର:-କରୋନା କେସ୍ ପୁଣିଥରେ ବଢ଼ିବାର ଆଶଙ୍କା କରି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ପୁଲିସ ଏସପି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି।ଶ୍ରୀ ମହାପାତ୍ର କହିଛନ୍ତି … Read More

ପୁଣି ବିଧାନସଭା ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର:-  ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ ଭୟ କମିଶନରେଟ ପୁଲିସ୍‌କୁ ଘାରିଥିବା ବେଳେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏପରିକି  କମିଶନରେଟ ପୁଲିସ ପକ୍ଷରୁ ପ୍ରଥମଥର ପାଇଁ ଟ୍ରାଫିକ କଟକଣା ମଧ୍ୟ ଆଜିଠୁ ଲାଗୁ କରାଯାଇଛି।  ଏହାସତ୍ତ୍ୱେ ଗତକାଲିଠୁ ଆଜି ମଧ୍ୟରେ … Read More