୪୫ରୁ ୬୦ ବର୍ଷ ବୟସ୍କ କଏଦୀଙ୍କୁ ଦିଆଯିବ କରୋନା ଟିକା
ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାକରଣ ଜାରି ରହିଥିବା ବେଳେ ଖୁବଶୀଘ୍ର କଏଦୀ ମାନଙ୍କୁ ମଧ୍ୟ ଟିକା ଦିଆଯିବ । ଏନେଇ ଗୁରୁବାର ଦିନ ଜେଲ୍ ବିଭାଗ ଏକ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି । ୬୦ ବର୍ଷରୁ ଅଧିକ ସମସ୍ତ ବୟସ୍କ କଏଦୀଙ୍କୁ … Read More










