ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୦୪୮ କରୋନା ଆକ୍ରାନ୍ତ,

ଭୁବନେଶ୍ବର:-ଭୁବନେଶ୍ବରରେ କରୋନା ସଂକ୍ରମଣ ବ୍ୟାପକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୧୦୪୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ବାରେଣ୍ଟାଇନରୁ ୧୫୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ … Read More

ଜେଲରେ ବିଚାରାଧିନ କଏଦୀଙ୍କ ଜୀବନ

ବଲାଙ୍ଗିର:-ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପ-କାରଗାରରେ ଏବେ କରୋନାର ଆତଙ୍କ ଦେଖା ଦେଇଛି। କାରାଗାରରେ ୧୧୭ ଜଣ ବିଚାରାଧିନ କଏଦୀ ଥିବା ବେଳେ ୪୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଆଜି ଜଣେ ବିଚାରଧିନ କଏଦୀ ବଲ୍ଲଭ ପଧାନଙ୍କ ମୃତ୍ୟୁ ହେବା … Read More

ଆଇନ୍ ମନ୍ତ୍ରୀ ପ୍ରତାପ ଜେନା କରୋନା ସଂକ୍ରମିତ

ଭୁବନେଶ୍ୱର: ମନ୍ତ୍ରୀଙ୍କୁ କରୋନା । ରାଜ୍ୟ ସରକାରଙ୍କ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ନିକଟରେ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟିଂ ପାଇଁ ସେ ନିବେଦନ … Read More

ଶ୍ୱଶୁର- ବୋହୁ ଭିଡା ଭିଡି

ଖୋର୍ଦ୍ଧା: ଶ୍ୱଶୁର- ବୋହୁ ଭିତରେ ଝଗଡା ହେବା କଥା ଜଣାଥିବା । କିନ୍ତୁ ଉଭୟେ ଚୁଟି ଧରି ଭିଡ଼ା ଓଟରା ହେବା ଭଳି ଘଟଣା ଏବେ ସାମ୍ନାକୁ ଆସିଛି । କୌଣସି ଏକ କଥାକୁ ନେଇ ଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା … Read More

ଭାଣିଜୀ ସହିତ ମାମୁ ରଖିଛି ଶାରୀରିକ ସମ୍ପର୍କ!

ଭୁବନେଶ୍ୱର:-ଭାଣିଜୀ ସହିତ ମାମୁ ରଖିଛି ଶାରୀରିକ ସମ୍ପର୍କ! ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୨ ବର୍ଷ ଧରି ମାମୁ ନିଜର ଯୌନ ଲାଳସା ପୂରଣ କରିବା ପାଇଁ ଏମିତି ଅନୈକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କୁ … Read More

ଶନିବାର ଓ ରବିବାର ସଟ୍‌ଡାଉନ୍‌,

ଭୁବନେଶ୍ଵର:- ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ବଢୁଥିବା ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ନାଇଟ୍‌ କର୍ଫ୍ୟୁ ସହ ଅନେକ କଟକଣା ଲଗାଇଛନ୍ତି। ତଥାପି ସ୍ଥିତିରେ କୌଣସି ସୁଧାର ନଆସିବାରୁ ରାଜ୍ୟର ସମସ୍ତ ସହରରେ ସପ୍ତାହାନ୍ତ ସଟ୍‌ଡାଉନ୍ ଘୋଷଣା … Read More

ମେ ପହିଲାରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକା,

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ମେ ପହିଲାରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦିଆଯିବା କରୋନା ଟିକା । ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକା ଦିଆଯିବା ନେଇ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର … Read More

ମଙ୍ଗଳବାର ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ଭାଗ୍ୟ ନିର୍ଦ୍ଧାରଣ,

ନୟାଗଡ଼: ସଦରବ୍ଲକ ଲକ୍ଷ୍ମୀପ୍ରସାଦ ସରପଞ୍ଚ ଇଂ ସୈାମ୍ୟ ରଞ୍ଜନ ପ୍ରଧାନଙ୍କ ବିରୁଦ୍ଧରେ ପଞ୍ଚାୟତ ୱାର୍ଡ଼ ସଭ୍ୟମାନେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡ଼ ସଭ୍ୟ ତାଙ୍କର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏନେଇ … Read More

ଲାଗିଲା କଟକଣା, ବାହାଘରରେ କେଉଁ ୫୦ ଜଣ ରହିବେ ତାଲିକା ଦେବା ଜରୁରୀ

ଭୁବନେଶ୍ୱର:-କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାରୁ  ରାଜ୍ୟ ସରକାରଙ୍କ  ପକ୍ଷରୁ ବିବାହ ଶୋଭାଯାତ୍ରା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ଏହାସହିତ ବିବାହ ଉତ୍ସବରେ ସର୍ବାଧିକ ୫୦ଜଣ ଓ ଅନ୍ତେଷ୍ଟିରେ ସର୍ବାଧିକ ୨୦ଜଣଙ୍କୁ ଅନୁମତି ମିଳିବ।  ବାହାଘରରେ … Read More

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଟ୍ରିିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: – ବୁଧବାର ସିବିଏସଇ ଦଶମ ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ କରିବା ପରେ ଗୁରୁବାର ଓଡିଶା ସରକାର ଓଡିଶାରେ ମାଟ୍ରିକ ପରୀକ୍ଷା ନେଇ ନିଷ୍ପତି ନେଇଛନ୍ତି । ମେ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି … Read More