୨୦୩୬ ସୁଦ୍ଧା ଓଡ଼ିଶାରେ ଗଡିବ ୫୦% ଇଭି
ଭୁବନେଶ୍ବର:- ୨୦୩୬ ସୁଦ୍ଧା ସମସ୍ତ ନୂତନ ଯାନ ପଞ୍ଜୀକରଣରେ ଅତି କମରେ ୫୦% ବ୍ୟାଟେରୀ ବୈଦ୍ୟୁତିକ ଯାନ ଲକ୍ଷ୍ୟ ରଖିବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥି ପାଇଁ ସରକାର ଓଡ଼ିଶା ଇଭି ନୀତି-୨୦୨୧ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। … Read More










