ବିମାନ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଲୋକଙ୍କର ହେବ କରୋନା ଟେଷ୍ଟ

କୋଝିକୋଡ: -ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ସମସ୍ତ ଲୋକଙ୍କର କରୋନା ଟେଷ୍ଟ କରିବେ କେରଳ ସରକାର। ଆଜି ଏନେଇ କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ କେକେ ଶୈଲଜା ସୂଚନା ଦେଇଛନ୍ତି। ସେ କହିଛନ୍ତି, କୋଝିକୋଡ ବିମାନ ଦୁର୍ଘଟଣା … Read More

କେରଳରେ ଭୂସ୍ଖଳନ, ୧୭ ମୃତ

କେରଳ:- କେରଳରେ ପ୍ରବଳ ବର୍ଷା ପରେ ଇଡ଼ୁକ୍କି ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ ହୋଇଛି ଏବଂ ଏଥିରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୧୬ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଆହୁରି ୫୦ରୁ ଅଧିକ … Read More

୨୪ ଘଂଟାରେ ଦେଶରେ ୬୧ ହଜାର ୫୩୭ ଆକ୍ରାନ୍ତ, ୯୩୩ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ:-୨୧ ଲକ୍ଷର ନିକଟତର ହେଲା ଭାରତର କରୋନା ମିଟର । ଦେଶରେ ଗତ ୨୪ ଘଂଟାରେ ୬୧ ହଜାର ୫୩୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୧ ହଜାରରୁ ଅଧିକ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨୦ … Read More

ଦେଶର ନୂଆ ସିଏଜି ଭାବେ ଶପଥ ନେଲେ ଗିରୀଶ ମୁର୍ମୁ

ନୂଆଦିଲ୍ଲୀ :-ଦେଶର ନୂଆ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ (ସିଏଜି) ଭାବେ ଆଜି ଶପଥ ନେଇଛନ୍ତି ଗିରୀଶ ଚନ୍ଦ୍ର ମୁର୍ମୁ। ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆ ସିଏଜିଙ୍କୁ ଶପଥ ପାଠ କରାଇଛନ୍ତି। ଏହି … Read More

କରୋନା କରିଦେଲା କାଙ୍ଗାଳ: ଟିଭି, ଫ୍ରିଜ୍‌ ବିକି ଘରଭଡ଼ା ଦେଉଛନ୍ତି କିନ୍ନର,

ନୂଆଦିଲ୍ଲୀ:- ମାର୍ଚ୍ଚରେ ଲକ୍‌ଡାଉନ୍‌ ଲାଗୁ ହେବା ପରେ ଆମ କାମ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା । ବିବାହ, ପିଲାଜନ୍ମ ଓ ଅନ୍ୟାନ୍ୟ ପର୍ବରେ ଆମେ ଲୋକଙ୍କ ଘରକୁ ଯାଇ ସେମାନଙ୍କର ମଙ୍ଗଳ କାମନା କରୁଥିଲୁ । କିଛି ରୋଜଗାର ହୋଇଯାଉଥିଲା । … Read More