ବିକେ ଶର୍ମା ଅକ୍ଟୋବରରେ ନେବେ ଅବସର!

ଭୁବନେଶ୍ୱର:-ଓଡ଼ିଶା ପ୍ରିଂଣ୍ଟିଂ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ତଥା ୧୯୮୬ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ବିକେ ଶର୍ମା ଚଳିତବର୍ଷ ଅକ୍ଟୋବର ୩୧ତାରିଖରେ ସରକାରୀ ଚାକିରିରୁ ଅବସର ନେବା ପାଇଁ ରାଜ୍ୟ ସରକାର ଅନମୁତି ଦେଇଛନ୍ତି । ଶ୍ରୀ ଶର୍ମା ଅକ୍ଟୋବର ମାସରେ ୬୦ବର୍ଷ … Read More

ଓଏଏସ୍ ସ୍ତରରେ ଅଦଳବଦଳ ,ପ୍ରଦୀପ ଗରଡ଼ିଆ ଏସସି ଏସ୍ଟି ବିଭାଗର ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱର:- ଓଏଏସ୍ ସ୍ତରରେ ଅଦଳବଦଳ । ରାଜ୍ୟ ପଣ୍ୟାଗାର ନିଗମ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଗରଡ଼ିଆଙ୍କୁ ରାଜ୍ୟ ସରକାରଙ୍କ ଏସସି ଏସ୍ଟି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ସେହିପରି ଇଡକୋ ଜିଏମ୍ ଡକ୍ଟର ଗଣେଶ୍ବର ଜେନାଙ୍କୁ ରାଜ୍ୟ ପଣ୍ୟଗାର … Read More

କେନ୍ଦ୍ରୀୟ ଡେପୁଟେସନରେ ଗଲେ ଯତୀନ୍ଦ୍ର,

ଭୁବନେଶ୍ୱର:-୨୦୦୦ ମସିହା ବ୍ୟାଚ୍ ଆଇପିଏସ୍ ଯତୀନ୍ଦ୍ର କୋଏଲଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ନିମନ୍ତେ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହାସହିତ ୧୯୯୭ ବ୍ୟାଚ୍ ଆଇପିଏସ୍ ସଞ୍ଜୟ କୁମାରଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧି ଶେଷ ହୋଇଥିବାରୁ ସେ ଖୁବଶୀଘ୍ର ରାଜ୍ୟକୁ ଫେରିବେ ବୋଲି … Read More

ମାହାଙ୍ଗା ଗଣହତ୍ୟାରେ ଥାଇପାରେ ଏକାଧିକ ବ୍ୟକ୍ତିଙ୍କ ହାତ

ଭୁବନେଶ୍ୱର : ଅଣଓସାରିଆ ଘର ଭିତରେ ଜଣେ ବ୍ୟକ୍ତି କେମିତି ଆକ୍ରମଣ କଲା ଯେ, ଏକାସଙ୍ଗେ ୫ ଜଣଙ୍କ ଜୀବନ ନେଇଗଲା? ଆକ୍ରମଣ ପରେ ଖଟ, ଚଟାଣ, କାନ୍ଥ ଚାରିଆଡ଼େ ରକ୍ତରଂଜିତ ହୋଇଗଲା। ହେଲେ ୫ ଜଣଙ୍କୁ ଏକୁଟିଆ ମାରିଥିବା ସତ୍ତ୍ୱେ … Read More

ପଶୁପକ୍ଷୀଙ୍କ ପ୍ରେମରେ ଶୁଭ୍ରାଂଶୁ । ଘର ଘର ବୁଲି ବାଣ୍ଟୁଛନ୍ତି ମାଟି ପାତ୍ର

ଢେଙ୍କାନାଳ:-ପ୍ରକୃତି ଏବଂ ପରିବେଶକୁ ସୁରକ୍ଷା ଦେବା ମଣିଷ କର୍ତ୍ତବ୍ୟ । ହେଲେ ସେଥିପାଇଁ କେହି ଏତେଟା ଯôତବାନ ନଥାନ୍ତି । ହେଲେ ଆମେ ଆଜି ଆପଣଙ୍କୁ ଏପରି ଏକ ପଶୁପକ୍ଷୀ ପ୍ରେମୀଙ୍କୁ ବିଷୟରେ କହିବୁ ଯିଏ ପଶୁପକ୍ଷୀଙ୍କ ପାଇଁ ସବୁକିଛି ତ୍ୟାଗ … Read More

ରାଜଧାନୀ ପ୍ରତିଷ୍ଠା ଦିବସରେ ଅଲୋଡା ହେଲେ ଅପରାଜିତା,ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତା ଲେଖିଲେ ଚିଠି

ଭୁବନେଶ୍ୱର: ପାଳିତ ହେଇଛି ରାଜଧାନୀ ଭୁବନେଶ୍ୱରର ୭୪ ତମ ପ୍ରତିଷ୍ଠା ଦିବସ । ତିନି ଦିନ ଧରି ପ୍ରତିଷ୍ଠା ଦିବସ ପାଳନ କରାଯିବ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି, ସୂଚନା ଓ ଲୋକସଂପର୍କ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ବିଏମସି … Read More

ଗରମ ତେଲ ଢ଼ାଳି ଯୁବକଙ୍କୁ ମାରିଦେଲେ ଶାଶୁ ଓ ଜ୍ୱାଇଁ

ନୟାଗଡ଼: ପର ଘରେ ପଶି ମାମଲତକାର କରିବା ପଡ଼ିଲା ମହଙ୍ଗା । ଚାଲିଗଲା ଯୁବକଙ୍କ ଜୀବନ । ନୟାଗଡ଼ ଶରଣକୁଳ ଥାନା ଚଢ଼େୟାପଲ୍ଲୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଚଢ଼େୟାପଲ୍ଲୀ ଗାଁର ମାଣିଆ ପ୍ରଧାନ ନାମକ ଯୁବକ ପଡ଼ୋଶୀ … Read More

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା, ୪ ପ୍ରତ୍ୟକ୍ଷଦର୍ଶୀଙ୍କର ହେଲା ବୟାନ ରେକର୍ଡ

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ୪ ପ୍ରତ୍ୟକ୍ଷଦର୍ଶୀଙ୍କର ହେଲା ବୟାନ ରେକର୍ଡ । ଚାନ୍ଦବାଲି ଜେଏମଏଫସି କୋର୍ଟରେ ସିଆରପିସି ୧୬୪ ଆଧାରରେ ବୟାନ ରେକର୍ଡ ହୋଇଛି । ପୂର୍ବରୁ ୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଛି … Read More

ପୂର୍ବତନ ପୋଲିସ ଡିଜିଙ୍କୁ OSSC ଅଧ୍ୟକ୍ଷ ଦାୟିତ୍ୱ

ଭୁବନେଶ୍ୱର: ବରିଷ୍ଠ ପୋଲିସ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ପୋଲିସ ଡିଜି ଅଭୟଙ୍କୁ ମିଳିଲା ନିଯୁକ୍ତି  । ଓଏସଏସସି ଅଧ୍ୟକ୍ଷ ଭାବେ ଅଭୟଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର  । ଓଡ଼ିଶା ସିଭିଲ ସର୍ଭିସ ସିଲେକସନ୍‌ କମିଶନରେ ନିଯୁକ୍ତି ପାଇଛନ୍ତି ପୂର୍ବତନ … Read More

MKCG ମେଡିକାଲ ପାଖରୁ ପୋଲିସ ASIଙ୍କ ମୃତ ଦେହ ଉଦ୍ଧାର

ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲ ନିକଟ ହନୁମାନ ମନ୍ଦିର ନିକଟରୁ ପୋଲିସ ଏଏସଆଇଙ୍କ ମୃତ ଦେହ ଉଦ୍ଧାର । ମୃତକ ହେଲେ କେ.ନୂଆଗାଁ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁର ସୀମାଞ୍ଚଳ ପଣ୍ଡା । ସେ ବ୍ରହ୍ମପୁର ଅନନ୍ତ ନଗରରେ ରହିଆସୁଥିଲେ । ବ୍ରହ୍ମପୁର ଏସ୍‌ପି … Read More