ଖାକି ପୋଷାକକୁ ଅଲବିଦା କଲେ IPS ସତ୍ୟଜିତ,OPSCର ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ

କଟକ:-ପୁଲିସ୍‌ ବିଭାଗରେ ୩୩ ବର୍ଷ କାମ କରି ଗତକାଲି ସ୍ୱେଚ୍ଛାକୃତ ଅବସର ନେଇଥିବା IPS ସତ୍ୟଜିତ ମହାନ୍ତି ଆଜି OPSC ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସ୍ୱେଚ୍ଛାକୃତ ଅବସର ନେବା ପରେ ତାଙ୍କୁ କଟକରେ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା। ପୁଲିସ୍‌ … Read More

କଟକଣା ଭିତରେ ହେବ ଜାଗର ଯାତ୍ରା,

ଭୁବନେଶ୍ୱର: ଆସନ୍ତା ୧୧ତାରିଖରେ ମହା ଶିବରାତ୍ରୀ। କୋଭିଡ ଯୋଗୁଁ ଜାଗର ଯାତ୍ରା ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କରୋନା କଟକଣା ମଧ୍ୟରେ ଜାଗର ଯାତ୍ରା ଆୟୋଜନ ନେଇ ସହମତି ହୋଇଛି। ୬୦ବର୍ଷରୁ ଅଧିକ … Read More

ରାଜଧାନୀରେ ଲୁଟ୍‌ର ନୂଆ ଫଣ୍ଡା, ଟେଷ୍ଟ ଡ୍ରାଇଭ୍ ନାଁରେ ଗାଡ଼ି ଧରି ଫେରାର

ଭୁବନେଶ୍ୱର: ରାଜଧାନୀରେ ଲୁଟର ନୂଆ ଫଣ୍ଡା। ଟେଷ୍ଟ ଡ୍ରାଇଭ୍ ନାଁରେ ଗାଡ଼ି ଧରି ଫେରାର। ସହରର ଗଳିକନ୍ଦିରେ ଲୁଚିଛପି ନୁହେଁ, ଆଖି ଆଗରେ କରୁଛି ଲୁଟ୍। ଓଏଲଏକ୍ସରୁ ଆଡ୍ ଦେଖି ଖୋଜୁଥିଲା ଶିକାର। ବିଶ୍ବାସ ଜନ୍ମେଇବା ପାଇଁ ଦେଉଥିଲା ଆଡଭାନ୍ସ । ଟେଷ୍ଟ … Read More

ମୋବାଇଲ୍‌ ଟାୱାରରେ ଚଢ଼ିଗଲା ୪ ବର୍ଷର ଶିଶୁ

ନିଆଳି:-୪ ବର୍ଷର ଶିଶୁ ମୋବାଇଲ୍‌ ଟାୱାରରେ ଚଢ଼ିଗଲା। ଦୀର୍ଘ ଘଣ୍ଟାଏରୁ ଅଧିକ ସମୟର ଅପରେଶନ୍‌ ପରେ ଶିଶୁଟିକୁ ଟାୱାରରୁ ଉଦ୍ଧାର କରାଯାଇଛି। ଆଜି ଏପରି ଘଟଣା କଟକ ଜିଲ୍ଲା ପାଟସୁନ୍ଦରପୁର ଗାଁରେ ଘଟିଛି। କଣ୍ଟାପଡ଼ା ବ୍ଲକ ନୂଆ ପାଟସୁନ୍ଦରପୁର ଗାଁର ୪ … Read More

ମାର୍ଚ୍ଚ ରୁ ମେ’ ଅସହ୍ୟ ହେବ ତାତି,

ଭୁବନେଶ୍ୱର: ଏବେଠୁ ଅସହ୍ୟ ହେଲାଣି ତାତି । ପିଟିଲାଣି ଝାଞ୍ଜି । ଖରାରେ ଆଉଟୁ ପାଉଟୁ ହେଲେଣି ଲୋକେ । ଫେବୃଆରୀ ଶେଷ ନହେଉଣୁ ଏଥର ଆରମ୍ଭ ହୋଇଯାଇଛି ତାତି । ମାର୍ଚ୍ଚ ପହିଲା ବେଳକୁ ୪୦ ଡିଗ୍ରୀ ଉପରେ ବିଭିନ୍ନ … Read More

ବିବାହ ବନ୍ଧନରେ ବାନ୍ଧି ହେଲେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ

ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହେଲେ ଚର୍ଚ୍ଚିତ ଅଭିନେତା ଓ ଅଭିନେତ୍ରୀ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ। ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ଅର୍ଚ୍ଚିତାଙ୍କ ମଥାରେ ସିନ୍ଦୂର ପିନ୍ଧାଇ ସାତ ଜନ୍ମର ସାଥୀ କରିଛନ୍ତି ସବ୍ୟସାଚୀ … Read More

ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଗହଣା ଦୋକାନୀ ମୃତ

ଭୁବନେଶ୍ୱର:-ସୋମବାର ସକାଳୁ ସକାଳୁ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ବଡ଼ ଅଘଟଣ। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁରେ ଦୋକାନ ଖୋଲିବା ବେଳେ ସୁନା ଦୋକାନୀଙ୍କୁ ଗୁଳି କରି ଗହଣା ଭର୍ତ୍ତି ବ୍ୟାଗ ଲୁଟିନେଲେ ୩ ଦୁର୍ବୃତ୍ତ। ଗୁଳିମାଡ଼ରେ ଗହଣା ଦୋକାନୀଙ୍କ ମୃତ୍ୟୁ ହୋଇଥିବା ବେଳେ … Read More

ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ରଙ୍କ ମୃତ୍ୟୁ !

ଯାଜପୁର: ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ରଙ୍କ ମୃତ୍ୟୁ ଅଭିଯୋଗ। ଯାଜପୁର ଜିଲ୍ଲା ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି ଏଭଳି ଘଟଣା। ଡାକ୍ତର ଓ ନର୍ସ ଙ୍କ ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। … Read More

ମେ’ ୫ରୁ ଆଇସିଏସଇ ଦଶମ ବୋର୍ଡ

ଭୁବନେଶ୍ୱରଆସନ୍ତା ମେ’ ୫ତାରିଖରୁ ଆଇସିଏସଇ(ଇଣ୍ଡିଆନ ସାର୍ଟିଫିକେଟ ଅଫ ସେକେଣ୍ଡାରୀ ଏଜୁକେସନ) ପରୀକ୍ଷା ଓ ଏପ୍ରିଲ ୮ତାରିଖରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଆଇସିଏସଇ କାଉନସିଲ୍ ପକ୍ଷରୁ କାର୍ଯ୍ୟସୂଚୀ ଜାରି ହୋଇଛି।ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ମେ’ ୫ରୁ ଆରମ୍ଭ … Read More

ମୋବାଇଲ ଝାମ୍ପି ପଳାଉଥିଲେ,ବୁଲେଟ ଚଢ଼ି ଫିଲ୍ମ ଷ୍ଟାଇଲରେ କାବୁ କଲେ ରିନୁ

ଭୁବନେଶ୍ୱର: ରାଜଧାନୀରେ ଫେଲ୍ ମାରିଲା ଲୁଟେରାଙ୍କ ପ୍ଲାନ୍ ।  ଚଳନ୍ତା ବାଇକରୁ ମୋବାଇଲ ଝାମ୍ପି ଖସି ପଡିଲେ ଦୁଇ ଲୁଟେରା । ଫିଲ୍ମ ଷ୍ଟାଇଲରେ ଲୁଟେରାକୁ ଜବାବ୍ ଦେଲେ ଯୁବତୀ । ଶନିବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ଯୁବତୀ ଜଣଙ୍କ … Read More