ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ

ବ୍ରହ୍ମପୁର:-କୋଟିପତି ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ। ତାଙ୍କ ନାଁରେ ୬୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରହିଥିବା ବେଳେ ଜଣେ ସମ୍ପର୍କୀୟଙ୍କ ଘରୁ ନଗଦ ୫୯ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ଏହି କୋଟିପତି ଯନ୍ତ୍ରୀ ଜଣକ ଗଜପତି ଜିଲ୍ଲା ରାୟଗଡ … Read More

ଛାତ୍ରଛାତ୍ରୀଙ୍କୁ ଲ୍ୟାପଟପ୍ ବଦଳରେ ୩୦ ହଜାର ଟଙ୍କା

ଭୁବନେଶ୍ୱର:-ଯୁକ୍ତ ଦୁଇ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହେଉଥିବା ୧୫ ହଜାର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସରକାର ପ୍ରତିବର୍ଷ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଲ୍ୟାପଟପ୍ ବଣ୍ଟନ କରିଥାନ୍ତି। ୨୦୧୩ ମସିହାରୁ ରାଜ୍ୟ ସରକାର ଏହି ଲ୍ୟାପଟପ୍ ବଣ୍ଟନ କରୁଥିବା … Read More

୫ ଦିନ ପରେ ରାଜ୍ୟକୁ ପୁଣି ଫେରିବ ତାତି

ଭୁବନେଶ୍ୱର: ଦୁଇ ଦିନ ପରେ ରାଜ୍ୟରେ ବଦଳିବ ପାଗ । ବାୟୁ ମଣ୍ଡଳରେ ସାମାନ୍ୟ ଜଳୀୟବାଷ୍ପ ଯୋଗୁଁ ଉତ୍ତର ଉପକୂଳ ଓଡ଼ିଶାର ଜିଲ୍ଲାଗୁଡିକରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ ରାଜ୍ୟର … Read More

ଚିକିତ୍ସାରେ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସ୍‌ଷ୍ଟାଣ୍ଡ ନିକଟ ଗୁରୁଦେବ କ୍ଲିନିକ୍‌ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଗୋଳନ୍ଥରା ଥାନା ଗୋବିନ୍ଦନଗରର ନବୀନ ସାହୁଙ୍କ ପତ୍ନୀ ସଙ୍ଗୀତା ସାହୁ। ନବୀନ ଏ ନେଇ … Read More

ଜଳୁଛି ଶିମିଳିପାଳ ଅଭୟାରଣ୍ୟ, ଉଦ୍‌ବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

ବାରିପଦା:-ଶିମିଳିପାଳ ଅଭୟାରଣ୍ୟ ଜଳୁଛି। ଆଉ ଜଳି ଯାଉଛି ବହୁ ମୂଲ୍ୟବାନ ଔଷଧୀୟ ଗୁଳ୍ମଲତା। ହେଲେ ଏଥିପ୍ରତି ବନ ବିଭାଗ ତିଳେ ମାତ୍ର ନଜର ଦେଉନଥିବା ଅଭିଯୋଗ ହେଉଛି। ନିଆଁ ଧୀରେ ଧୀରେ ବ୍ୟାପୁଥିବାରୁ ଉଦ୍‌ବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ … Read More

ସବ୍ ରେଜିଷ୍ଟ୍ରାର ଅଫିସରେ ତାଲା ପକାଇଲେ ଓକିଲ

ଭୁବନେଶ୍ୱର:- ଖୋର୍ଦ୍ଧା-ଭୁବନେଶ୍ୱର ଜିଲ୍ଲା ନିବନ୍ଧକ ଓ ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟ ବା ସବ୍ ରେଜିଷ୍ଟ୍ରାର ଅଫିରେ ତାଲା । କାର୍ଯ୍ୟାଳୟକୁ ତାଲା ପକାଇ ଦେଇଛନ୍ତି ଭୁବନେଶ୍ୱର ବାର ଆସୋସିଏସନର ଓକିଲମାନେ । ଓକିଲମାନେ କହିଛନ୍ତି ଯେ, ଜଣେ ଜମି ମାଲିକ ଚାହିଁଲେ … Read More

ପାଠକ ବାପ-ପୁଅଙ୍କୁ ଆଶ୍ବସ୍ତି, ଟ୍ରାଭେଲ୍ସ୍ ବିଲ୍ ଠକେଇ ମାମଲାରେ ମିଳିଲା ଜାମିନ୍‌

ଭୁବନେଶ୍ବର :-ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ । ଆଇଏଫ୍ଏସ୍‌ ଅଭୟ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଟ୍ରାଭେଲ୍ସ୍ ବିଲ୍‌ ଠକେଇ ମାମଲା​‌ରେ ଉଭୟ ବାପ-ପୁଅଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । … Read More

ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଡାକ୍ତର,

ସମ୍ବଲପୁର:-ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଡାକ୍ତର । ରୋଗୀଙ୍କଠାରୁ ୫,୫୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରପଡିଲେ ଡା. ବିପିନ ବିହାରୀ ସାହୁ । ହାଇଡ୍ରୋସିଲ ଅପରେସନ ଓ ଡିସଚାର୍ଜ କରାଇବା ପାଇଁ ନେଉଥିଲେ ଟଙ୍କା ।ସୂଚନାଯୋଗ୍ୟ ଯେ, … Read More

କୋଭାକ୍ସିନ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଥିବାବେଲେ ଆଜି ଏଭି ଅଭିଯାନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭା ଡିସ୍‌ପେନ୍‌ସାରିରେ ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । … Read More

ପଡିଲା ହାତଗଣ୍ଠି: ଜୀବନସାଥୀ ହେଲେ ପ୍ରମୋଦିନୀ-ସରୋଜ

ଜଗତସିଂହପୁର :– ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଶାର ଛପାକ୍ ଗାର୍ଲ ପ୍ରମୋଦିନୀ ରାଉଳ । ୫ ବର୍ଷରୁ ଅଧିକ ପ୍ରେମ ସମ୍ପର୍କ ପରେ ଆଜି ବନ୍ଧୁ ସରୋଜଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ପ୍ରମୋଦିନୀ। ୨୦୦୯ ମସିହାରେ ଯୁକ୍ତ ଦୁଇ … Read More