୨ରେ ଉପରାଷ୍ଟ୍ରପତିଙ୍କ ୨ଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ୱର:-ଆସନ୍ତା ଏପ୍ରିଲ ୨ତାରିଖରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ। ତେବେ ଏହି ଗସ୍ତ ସମୟରେ ଉପରାଷ୍ଟ୍ରପତିଙ୍କୁ ବିମାନ ବନ୍ଦର ଓ ସଭାସ୍ଥଳରେ କେହି ଯେପରି କୌଣସି ପ୍ରକାରର ଫୁଲତୋଡ଼ା ବା ଅନ୍ୟାନ୍ୟ ଉପହାର ଆଦି ସିଧାସଳଖ ନଦେବେ … Read More

କନେଷ୍ଟବଳ ପତି-ପତ୍ନୀଙ୍କ ହାଇଡ୍ରାମା,ରାସ୍ତାରେ ବାଡାବାଡି

ଭୁବନେଶ୍ବର :-‘ବଡ଼ ଘର ବଡ଼ ଗୋମର କଥା’ ଭଳି ପୋଲିସ ବାବୁର ସମସ୍ୟାର ସମାଧାନ କରିବ କିଏ ? ସମସ୍ତଙ୍କ ଘର ସଜାଡ଼ିବାକୁ ତତ୍ପର ଥିବା ପୋଲିସ ବାବୁର ଘର ସଜାଡ଼ିବ କିଏ ? ଏବେ ଜଣେ ପୋଲିସ ଦମ୍ପତିଙ୍କ ମାମଲା … Read More

ପୋଷ୍ଟର କହିବ କଙ୍କାଳ କାହାର..

ଭୁବନେଶ୍ୱର: ଲାଗିଲା ପୋଷ୍ଟର, ମିଳିବ କି ପରିଚୟ? ପୋଷ୍ଟର କହିବ କଙ୍କାଳ କାହାର । ସ୍କେଚ ଉଠାଇବ କି ସସପେନ୍ସ! ଚିହ୍ନା ପକାଇବ କି ଚେହେରା ! ଭୁବନେଶ୍ୱର ଯାଁଳା ଫାଣ୍ଡି ପରିସରରୁ ଜବତ ଗାଡିରୁ ମହିଳା କଙ୍କାଳ ମିଳିବା ଘଟଣାରେ ରାଜଧାନୀର … Read More

୧୧ ବର୍ଷର ଝିଅ କ୍ୟାନ୍‌ସର ରୋଗୀଙ୍କ ପାଇଁ କଲେ କେଶ ଦାନ

ଭୁବନେଶ୍ୱର: ଚେହରାର ସୁନ୍ଦରତା ବଢାଏ କେଶ । ସେଥିପାଇଁ ତ କେଶର ଯତ୍ନ ନେବା ପାଇଁ ଅନେକ ଲୋକ ବିଭିନ୍ନ ପନ୍ଥା ଆପଣାଇଥାନ୍ତି । ସ୍ପା ସାଙ୍ଗକୁ ଥେରାପି ବି ନିଅନ୍ତି । ଏଥିପାଇଁ ଅନେକ ଟଙ୍କା ବି ଖର୍ଚ୍ଚ କରନ୍ତି । … Read More

ନୂଆପଡାରେ କରୋନା ବିସ୍ଫୋରଣ, ଗୋଟିଏ ଗାଁରୁ ଚିହ୍ନଟ ହେଲେ ୨୯ ପଜିଟିଭ୍

ନୂଆପଡା :-ଓଡିଶାରେ ଉପରମୁହାଁ କରୋନାଗ୍ରାଫ। କଟକ ଓ ଖୋର୍ଦ୍ଧା ଜିଲ୍ଲା ପରେ ଏବେ ଚିନ୍ତା ବଢାଇଲା ନୂଆପଡା ଜିଲ୍ଲା। ଜିଲ୍ଲାର ସିନାପାଲୀ ବ୍ଲକର ଗୋଟିଏ ଗାଁରୁ ଏକ ସଙ୍ଗେ ୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗାଁରୁ ନିଆଯାଇଥିବା ମୋଟ୍ ୫୬ … Read More

ନବରଙ୍ଗପୁରରେ ନାଇଟ କର୍ଫ୍ୟୁ

ଭୁବନେଶ୍ୱର:-କରୋନାର ନୂଆ ଷ୍ଟ୍ରେନ୍ ରାଜ୍ୟରେ ଚିହ୍ନଟ ହେବାସହ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଓଡ଼ିଶାକୁ ପୁଣିଥରେ ନାଇଟ କର୍ଫ୍ୟୁ ଫେରିଛି। ମାଲକାନଗିରି ପରେ ଆସନ୍ତାକାଲିଠୁ ନବରଙ୍ଗପୁର ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସମଗ୍ର … Read More

ଏପ୍ରିଲ ୧ରୁ ମାସେ ଚାଲିବ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ହେଲମେଟ୍ ଚେକିଂ

ଭୁବନେଶ୍ୱର:-ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ଅତିକମରେ ୧୦ ପ୍ରତିଶତ ହ୍ରାସ କରିବା ଲକ୍ଷ୍ୟରେ ଆସନ୍ତା ଏପ୍ରିଲ ପହିଲାରୁ ଏକମାସ ଧରି ରାଜ୍ୟବ୍ୟାପୀ ହେଲମେଟ୍ ଚେକିଂ ପାଇଁ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସଡ଼କ ଓ ପରିବହନ ବିଭାଗର … Read More

ଓଜନ ମାପରେ ଠକାମି:୧୯୬ଟି ସୁନାଦୋକାନରେ ଚଢ଼ାଉ

ଭୁବନେଶ୍ୱର: ରାଜ୍ୟରେ ୪୮୫୩ଟି ସୁନା ଦୋକାନ ଅଛି । ୨୦୧୮-୧୯ରେ ୩୭୬ଟି ସୁନାଦୋକାନରେ ଚଢ଼ାଉ ହୋଇଥିଲା । ସେହିପରି ୧୯-୨୦ରେ ୪ଶହ ସୁନା ଦୋକାନରେ ଚଢ଼ାଉ ହୋଇଥିଲା । ସେମାନଙ୍କଠାରୁ ୧୨ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା  । ସେହିପରି ୨୦୨୦-୨୧ … Read More

ରାଜଧାନୀରେ କରୋନା ସ୍ଥିତିକୁ ନେଇ ଆଜିଠୁ ଜୋରଦାର ହେବ ଚଢ଼ାଉ

ଭୁବନେଶ୍ୱର: ରାଜଧାନୀରେ କରୋନା ସ୍ଥିତିକୁ ନେଇ ଆକ୍ସନ ମୋଡରେ ବିଏମସି । ରାଜଧାନୀର ବିଭିନ୍ନ ସ୍ଥାନରେ ଆଜିଠୁ ଜୋରଦାର ହେବ ଚଢ଼ାଉ । ଏଥିପାଇଁ ସଚେତନତା କାର୍ଯ୍ୟକ୍ରମକୁ ମଧ୍ୟ ତ୍ୱରାନ୍ତିତ କରାଯାଇଛି । ଉଭୟ ସଚେତନତା ଓ କାର୍ଯ୍ୟାନୁଷ୍ଠାନକୁ ଦିଆଯିବ ଗୁରୁତ୍ୱ … Read More

ମାଛ ଧରିବା ବେଳେ ପୋଖରୀରୁ ମିଳିଲା ଭୋଟ ବାକ୍ସ

ନୟାଗଡ଼:-ମାଛ ଧରିବା ବେଳେ ପୋଖରୀରୁ ଏହି ଭୋଟ୍ ବାକ୍ସ ମିଳିଛି।  ଏହା ହେଉଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗୋତିସାହି ଗାଁର ଘଟଣା।  ଗହୀର ଭିତରେ ଥିବା ଏକ ପୋଖରୀରୁ ଏହି ଭୋଟ ବାକ୍ସ ମିଳିଛି।  ରଜତ ସ୍ୱାଇଁଙ୍କ ଜମିରେ ଥିବା … Read More