୫୩ ବର୍ଷ ବୟସରେ ବି କରିପାରିବେ ସରକାରୀ ଚାକିରି
ଭୁବନେଶ୍ୱର:-ରାଜ୍ୟ ସରକାର ଆସନ୍ତା ୩ବର୍ଷ ପାଇଁ ସମସ୍ତ ସରକାରୀ ଚାକିରିରେ ସର୍ବୋଚ୍ଚ ବୟସସୀମାକୁ ବୃଦ୍ଧି କରିଛନ୍ତି। ସର୍ବାଧିକ ୫୩ ବର୍ଷ ବୟସ ପର୍ଯ୍ୟନ୍ତ ଜଣେ ସରକାରୀ ଚାକିରି ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ରାଜ୍ୟ କ୍ୟାବିନେଟ ଆଜି ଏଭଳି ଏକ ପ୍ରସ୍ତାବକୁ … Read More