ଅରୁଣାଚଳ ପ୍ରଦେଶର ୪ଟି ସ୍ଥାନରେ ସୈନ୍ୟ ନିୟୋଜିତ କରିଛି ଚୀନ : ହାଇ ଆଲର୍ଟରେ ଭାରତୀୟ ଯବାନ

ନୂଆଦିଲ୍ଲୀ:-ଅରୁଣାଚଳପ୍ରଦେଶର ୪ଟି ସ୍ଥାନରେ ସୈନ୍ୟ ନିୟୋଜିତ କରିଛି ଚୀନ ସେନା । ଲଦାଖର ରେଜାଙ୍ଗ ଲା-ରେଚେନ ଲା ହାଇଟ୍ସ ନିକଟରେ ସମସ୍ୟାର ସମ୍ମୁଖୀନ ହେବାପରେ ଏପରି କରିଛି ଚୀନ । ଭାରତୀୟ ଅଞ୍ଚଳଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ଅରୁଣାଚଳ … Read More

ଲୋକସଭାରେ ଭାରତ ଚୀନ ସୀମା ବିବାଦକୁ ନେଇ ରାଜନାଥ ସିଂହ କହିଲେ, ‘ସବୁ ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ’

ନୂଆଦିଲ୍ଲୀ :- ଲଦାଖରେ ଭାରତ ଚୀନ ମଧ୍ୟରେ ଜାରି ରହିଥିବା ଉତ୍ତେଜନାକୁ ନେଇ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଦିନ ସଂସଦରେ ଜବାବ ରଖିଛନ୍ତି । ସେ କହିଛନ୍ତି ଏଲଏସିକୁ ନେଇ ଉଭୟ ଦେଶ ମଧ୍ୟରେ ଚାଲିଥିବା ବିବାଦର ସମାଧାନ … Read More

ଅଫିସରେ ଭଙ୍ଗାରୁଜା କରିଥିବାରୁ ବିଏମ୍‌ସିକୁ ୨ କୋଟି ଟଙ୍କା କ୍ଷତିପୂରଣ ମାଗିଲେ କଙ୍ଗନା

ମୁମ୍ବାଇ :-: ଶିବସେନା ଓ କଙ୍ଗନା ରଣାୱତଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ବିଏମସି କଙ୍ଗନା ରଣାୱତଙ୍କ ଅଫିସରେ ଅବୈଧ ନିର୍ମାଣ ଉପରେ ବୁଲଡୋଜର ଚଲାଇଥିଲା । ଅଫିସ ଭାଙ୍ଗିଥିବାରୁ କଙ୍ଗନା ଶିବସେନା ଓ ବିଏମସିକୁ ୨ କୋଟି ଟଙ୍କା କ୍ଷତିପୂରଣ … Read More

ରାଜ୍ୟସଭାରେ ଖୁବ୍‌ ବର୍ଷିଲେ ଜୟା – କହିଲେ, ”ବଲିଉଡକୁ ବଦନାମ କରିବା ପାଇଁ ଚାଲିଛି ଷଡ଼ଯନ୍ତ୍ର”

ବଲିଉଡ ଓ ଡ୍ରିଗ୍ସ ପ୍ରସଙ୍ଗ ଉଠାଇ ଆଜି ରାଜ୍ୟସଭାରେ ଖୁବ ବର୍ଷିଛନ୍ତି ସମାଜବାଦୀ ପାଟି ସାଂସଦ ଜୟା ବଚ୍ଚନ। ବଲିଉଡକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ସେ କହିଛନ୍ତି। ”ଜଣଙ୍କ ଲାଗି ପୂରା ବଲିଉଡକୁ ବଦନାମ କରିବା ଠିକ ନୁହେଁ। … Read More

ସୁଶାନ୍ତ ସିଂଙ୍କ ଫାର୍ମହାଉସ ଉପରେ ଏନସିବିର ଚଢାଉ

ନୂଆଦିଲ୍ଲୀ:–ଡ୍ରଗ୍ସ ମାମଲାରେ ଆଜି ମୃତ ସୁଶାନ୍ତ ସିଂ ରାଜପୁତଙ୍କ ଫାର୍ମହାଉସ ଉପରେ ଚଢାଉ କରିଛି ଏନସିବି । ଏଠାରେ ବହୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଜବତ କରାଯାଇଛି । ନିଶା ନେବା ସମୟରେ ବ୍ୟବହାର କରାଯାଉଥିବା ବହୁ ଜିନିଷ ଏଠାରୁ ମିଳିଥିବା ସୂଚନା … Read More

ସାଧାରଣ ଜନତାଙ୍କୁ ଝଟ୍‌କା ! ଅକ୍ଟୋବର ମାସରୁ ବଢିବ ଟିଭି ଦାମ୍

ନୂଆଦିଲ୍ଲୀ:- ଆଗାମୀ ଅକ୍ଟୋବର ମାସରୁ ଟେଲିଭିଜନ ଦାମ ବୃଦ୍ଧି ପାଇବ । ଗତ ବର୍ଷ ଓପନ ସେଲ ପ୍ୟାନେଲରେ ୫ ପ୍ରତିଶତ ଆମଦାନୀ ଶୁଳ୍କ ରିହାତି ଦିଆଯାଇଥିଲା । ତାହା ଚଳିତ ମାସ ଶେଷରେ ସମାପ୍ତ ହେଉଛି । ଟିଭି ଉଦ୍ୟୋଗ … Read More

ଚାଇନା ନଜରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 10 ହଜାର ବିଶିଷ୍ଟ ବ୍ୟକ୍ତିଙ୍କ ବିଷୟରେ ଗୁଇନ୍ଦା ତଥ୍ୟ ସଂଗ୍ରହ କରୁଛି ଚୀନ,

  ନୂଆଦିଲ୍ଲୀ:-ଚୀନ ନଜରରେ ଭାରତର ପ୍ରାୟ ୧୦ ହଜାର ବିଶିଷ୍ଟ ବ୍ୟକ୍ତି। ଏହି ବ୍ୟକ୍ତିମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଛି ଚୀନ। ଏହି ବ୍ୟକ୍ତି ମାନଙ୍କ ଦେଶ ପ୍ରତି ଭାବନା କଣ,ସମାନଙ୍କ କାଯ୍ୟଧାରା କିଭଳି ଆଦି ଅନେକ ତଥ୍ୟ ସଂଗ୍ରହ କରିଛି … Read More

ଚୀନର ଅନଲାଇନ ଗୁଇନ୍ଦାଗିରି : ଟାର୍ଗେଟରେ ରାଷ୍ଟ୍ରପତିଙ୍କ ଠାରୁ ପ୍ରଧାନମନ୍ତ୍ରୀଙ୍କ ସମେତ ୧୦ ହଜାର ଭାରତୀୟଙ୍କ ନାଁ

ନୂଆଦିଲ୍ଲୀ:-ସୀମାରେ ପରିସ୍ଥିତିକୁ ଗୋଲମାଳିଆ କରିବା ପାଇଁ ଚୀନ୍‌ ଅନେକ କୁଚକ୍ରାନ୍ତ କରିଚାଲିଛି । କିନ୍ତୁ ଏହି ସବୁ ଭିତରେ ଚୀନ୍‌ର ଆଉ ଏକ କଳାକାରନାମା ଧରାପଡିଛି । ଚୀନ୍‌ ନିଜ ଦେଶର କିଛି ବୈଷୟିକ କମ୍ପାନୀମାନଙ୍କ ମାଧ୍ୟମରେ ଭାରତରେ ଗୁଇନ୍ଦା ଗିରି … Read More