ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ

ଭୁବନେଶ୍ୱର:-ଓଡିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ନୂଆପଡା ଜିଲ୍ଲା ଖଡିଆଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କର ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରେ ପରଲୋକ ହୋଇଯାଇଛି। ଏନେଇ ତାଙ୍କ ପୁଅ କୃଷ୍ଣସିଂହ ମାଝୀ ସୂଚନା ଦେଇଛନ୍ତି । ଭୁବନେଶ୍ୱରସ୍ଥିତ … Read More

କନଷ୍ଟେବଳଙ୍କ ଘରେ ଭିଜିଲାନ୍ସ ରେଡ

ବାରିପଦା:-ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଏସପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପୁଲିସ୍‌ କନଷ୍ଟେବଳ ନିହାର ରଞ୍ଜନ ଦଣ୍ଡପାଟ ଘରେ ସକାଳୁ ସକାଳୁ ଚାଲିଛି ଭିଜିଲାନ୍ସ ରେଡ। ଏକାଥରେ ୬ଟି ଟିମ୍‌ରେ ପ୍ରାୟ ୩୫ ଜଣ ଅଫିସର ଜିଲ୍ଲାର ୬ଟି ସ୍ଥାନରେ … Read More

ଆରପାରିରେ ପ୍ରଖ୍ୟାତ ସାହିତ୍ୟିକ ମଙ୍ଗଳୁ ଚରଣ

ସମ୍ବଲପୁରପରଲୋକରେ ପ୍ରଖ୍ୟାତ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳ। ୮୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ସମ୍ବଲପୁର ଜିଲ୍ଲା ପରମାଣପୁର ବାର ଡ଼ୁଙ୍ଗୁରୀସ୍ଥିତ ନିଜ ଗାଁରେ ଆଜି ସକାଳୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୮୯ରେ ଇଣ୍ଟରନାସନାଲ୍ ଜୁରୀ ଆଓ୍ୱାର୍ଡ … Read More

୨୪ ଘଣ୍ଟାରେ ୭୦୭୧ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର:- ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପୁଛି ମହାମାରୀ କରୋନା । ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୭୦୭୧ ପଜିଟିଭ୍ । ଶୂନରୁ ୧୮ ବର୍ଷ ବୟସ ମଧ୍ୟରେ 707 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ 4128ଜଣ ଥିବା ବେଳେ, … Read More

ଫେବୃଆରୀ ୧୬ରୁ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ଭୋଟ

ଭୁବନେଶ୍ୱର:-ଆସନ୍ତା ଫେବୃଆରୀ ୧୬ରୁ ସମଗ୍ର ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ଏଥିପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନର ବିଧିବଦ୍ଧ କାର୍ଯ୍ୟସୂଚୀ ଘୋଷଣା କରିବା ସହ ନିର୍ବାଚନ ଆଦର୍ଶ ଆଚରଣ ବିଧି ଆଜିଠୁ ରାଜ୍ୟବ୍ୟାପୀ ଲାଗୁ ହେଲା ବୋଲି  … Read More

ରାଜ୍ୟରେ ଆଉ ୪୮୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ୫ ହଜାର ମୁହାଁ ହୋଇଛି। ଦିନକରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାର ବିଷୟ । ଗତ ୨୪ ଘଣ୍ଟାରେ ୪୮୨୯ ନୂଆ ରୋଗୀ … Read More

ରାଜ୍ୟରେ ଆଉ ୨୮ଜଣ ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରୁ ଚିହ୍ନଟ ହେଲେ ଆଉ ୨୮ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି। ଏନେଇ ଆଏଲଏସ୍ ପକ୍ଷରୁ ସ୍ଵାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି। ଡିସେମ୍ବର ୨୧ରେ ରାଜ୍ୟରେ ପ୍ରଥମେ … Read More

ରାଜ୍ୟପାଳଙ୍କୁ ଭେଟିଲେ ରାଜ୍ୟ ନିର୍ବାଚନ ଆୟୋଗ,

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଲେ ରାଜ୍ୟ ନିର୍ବାଚନ ଆୟୋଗ  ।  ଆସନ୍ତାକାଲି ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ । ଏନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ପଞ୍ଚାୟତ ନିର୍ବାଚନ ପରିଚାଳନା ନେଇ ଅବଗତ କରିଛନ୍ତି  … Read More

ନିଶା ବେପାରୀଙ୍କଠାରୁ ୧୩ କେଜି ହେରୋଇନ୍‌ ଜବତ,ଧରାପଡ଼ିଲେ ଦୁଇ ଓଡ଼ିଆ

ଭୁବନେଶ୍ୱର:-ପଶ୍ଚିମବଙ୍ଗ ଏସ୍‌ଟିଏଫ୍‌ ଓ ପୁଲିସ୍‌ ମିଳିତ ଚଢ଼ଉ କରି ଦୁଇ ଓଡ଼ିଆ ନିଶା ମାଫିଆକୁ ଧରିଥିଲା। ସେମାନଙ୍କୁ ଜେରା ବେଳେ ନିଶା କାରବାର ପୂରା ଘଟଣା ସାମ୍ନାକୁ ଆସିଥିଲା। ପଶ୍ଚିମବଙ୍ଗ ଏସ୍‌ଟିଏଫ୍‌ ଓ ପୁଲିସ୍‌ ଦୁଇ ଓଡ଼ିଆଙ୍କ ସମେତ ୬ ଜଣଙ୍କୁ … Read More

୫୩ ବର୍ଷ ବୟସରେ ବି କରିପାରିବେ ସରକାରୀ ଚାକିରି

ଭୁବନେଶ୍ୱର:-ରାଜ୍ୟ ସରକାର ଆସନ୍ତା ୩ବର୍ଷ ପାଇଁ ସମସ୍ତ ସରକାରୀ ଚାକିରିରେ ସର୍ବୋଚ୍ଚ ବୟସସୀମାକୁ ବୃଦ୍ଧି କରିଛନ୍ତି। ସର୍ବାଧିକ ୫୩ ବର୍ଷ ବୟସ ପର୍ଯ୍ୟନ୍ତ ଜଣେ ସରକାରୀ ଚାକିରି ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ରାଜ୍ୟ କ୍ୟାବିନେଟ ଆଜି ଏଭଳି ଏକ ପ୍ରସ୍ତାବକୁ … Read More