ଢ଼ିଙ୍କିଆରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ, ଗ୍ରାମବାସୀଙ୍କୁ ଲାଠିମାଡ

ପାରାଦୀପ: :-ଢ଼ିଙ୍କିଆରେ ସରକାର ଅଧିଗ୍ରହଣ କରିଥିବା ଜମିରେ ଥିବା ପାନବରଜ ଭଙ୍ଗା କାର୍ଯ୍ୟ ପ୍ରଶାସନ ପକ୍ଷରୁ ଜାରି ରହିଛି । ଏହାକୁ ବିରୋଧ କରିବା ପାଇଁ ଢ଼ିଙ୍କିଆ ଫୁଲଖାଇ ମନ୍ଦିରରେ ଏକାଠି ହୋଇଥିଲେ ଶହ ଶହ ଗ୍ରାମାବାସୀ । ନିଷ୍ପତି ପରେ … Read More

ମଫସଲି ଅଞ୍ଚଳରେ ମନମୋହୁଛି ପାର୍କ, ଗାଁ ଲୋକଙ୍କ ପାଇଁ ବଙ୍କ ବିହାରୀ ଗଢିଲେ ମିନିପାର୍କ

ବାଲେଶ୍ୱର :- ଗାଁ ଗହଳିର ପିଲାଠୁ ବୁଢାଯାଏଁ ସମସ୍ତଙ୍କ ମନୋରଞ୍ଜନର ମାଧ୍ୟମ ସାଜିଛି ଗାଁ ମଝିର ପାର୍କ । ଆଉ ପାର୍କରେ ବୁଲିବାକୁ ସହରକୁ ଯିବାକୁ ପଡିବନି କି ସହରିଆ ସଭ୍ୟତାରେ ରହି ପାର୍କର ମଜା ନେବାକୁ ସହରମୁହାଁ ହେବାକୁ ପଡିବନି … Read More

ଲକ୍ଷ୍ମୀପୁର ଏସବିଆଇରୁ କୋଟିଏ ଟଙ୍କାର ସୁନା ଚୋରି

କୋରାପୁଟ: ଲକ୍ଷ୍ମୀପୁର ଏସବିଆଇରୁ ବଡ଼ଧରଣର ଚୋରି ଅଭିଯୋଗ  । କୋଟିଏ ଟଙ୍କାର ସୁନା ଚୋରି ହୋଇଥିବା ନେଇ ଥାନାରେ ପହଁଚିଲା ଅଭିଯୋଗ  । ସୂଚନା ମୁତାବକ ଜଣେ ଅସ୍ଥାୟୀ କର୍ମଚାରୀ ଏହି ସୁନା ଚୋରି ପଛରେ ପ୍ରତ୍ୟକ୍ଷ ଭାବେ ରହିଛନ୍ତି  ।  ପ୍ରାୟ … Read More

ସଂକୀର୍ତ୍ତନ ମଣ୍ଡଳୀ ଉପରେ ମାଡିଗଲା କାର୍

ବ୍ରହ୍ମଗିରି: ଗାଁ ଦାଣ୍ଡରେ ଚାଲିଥିଲା ସଂକୀର୍ତ୍ତନ, ମାଡ଼ିଗଲା ଦ୍ରୁତଗାମୀ କାର । ପୁରୀ ସାତପଡ଼ା ରେବଣା ନୂଆଗାଁରେ ଘଟିଛି ଏ ଅଭାବନୀୟ ଘଟଣା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୬ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ … Read More

ଓଡ଼ିଶା ଭିଜିଲାନ୍ସ ୨୦୨୧ ରିପୋର୍ଟ ,ଗତବର୍ଷ ରୁଜୁ କରିଛି ୨୬୭ଟି ଫୌଜଦାରୀ ମାମଲା

କଟକ:-ଓଡ଼ିଶା ଭିଜିଲାନ୍ସ ୨୦୨୧ ରିପୋର୍ଟ । ଗତବର୍ଷ ଭିଜିଲାନ୍‌ସ ୨୬୭ଟି ଫୌଜଦାରୀ ମାମଲା ରୁଜୁ କରିଛି । ୪୭୫ ଜଣଙ୍କ ବିରୋଧରେ ଏହି ୨୬୭ ଟି ଅପରାଧିକ ମାମଲା ରୁଜୁ ହୋଇଛି । ଏମାନଙ୍କ ମଧ୍ୟରେ ୪୬ ଜଣ କ୍ଲାସ ୱାନ … Read More

ଗଂଜାମରେ ଆଜିଠୁ ସବୁ ବେଳାଭୂମି ବନ୍ଦ : ୧୭ ତାରିଖ ଯାଏ କଟକଣା

ଗଂଜାମ:-ଆଜିଠୁ ଗଂଜାମର ସମସ୍ତ ବେଳାଭୂମି ବନ୍ଦ ରହିବ । ଆସନ୍ତା ୧୭ ତାରିଖ ଯାଏଁ ଗଂଜାମର ସମସ୍ତ ବେଳାଭୂମି ସହ ହ୍ରଦ ବନ୍ଦ ରଖିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ଗୋପାଳପୁର, ସୋନପୁର ସମେତ ଜିଲ୍ଲାରେ ଥିବା ସମସ୍ତ ବେଳାଭୂମି … Read More

ଦନ୍ତା ହାତୀ ଆକ୍ରମଣରେ ଫରେଷ୍ଟର ଗୁରୁତର,

ଟାଙ୍ଗୀ:-ଗୋଠ ଛଡା ଦନ୍ତା ହାତୀ ଆକ୍ରମଣରେ ଫରେଷ୍ଟର ଗୁରୁତର। ପ୍ରଥମେ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମସକୁ  ସ୍ଥାନାନ୍ତର କରାଯାଇଛି। ଗୁରୁତର ଫରେଷ୍ଟ ଅଫିସରଙ୍କ ନାମ ସୌରି କୁମାର … Read More

ଆସନ୍ତା ୨୦ରେ ହେବ ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ମୁଖ୍ୟ ଲିଖିତ ପରୀକ୍ଷା

ଭୁବନେଶ୍ୱର::-ଆସନ୍ତା ୨୦ରେ ହେବ ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ମୁଖ୍ୟ ଲିଖିତ ପରୀକ୍ଷା । ପରୀକ୍ଷା ପରିଚାଳନା କରୁଥିବା OPSC ପକ୍ଷରୁ ଏହି ପରୀକ୍ଷା ଘୁଞ୍ଚିବା ସମ୍ଭାବନା କ୍ଷୀଣ। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଏହି ସୂଚନା ମିଳିଛି । ଏବେ … Read More

ବ୍ରହ୍ମପୁର ଓ ଭୁବନେଶ୍ୱର ମହାନଗର ନିଗମ ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ

ଭୁବନେଶ୍ୱର:  ବହୁଚର୍ଚ୍ଚିତ ଭୁବନେଶ୍ୱର ମହାନଗର ନିଗମ ଓ ବ୍ରହ୍ମପୁର ମହାନଗର ନିଗମ ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାବେଳେ କଟକ ମହାନଗର ନିଗମର ମେୟର ପଦବୀକୁ ଅଣସଂରକ୍ଷିତ ରଖାଯାଇଛି। ଆଜି ଏନେଇ ଗେଜେଟ୍ ବିଜ୍ଞପ୍ତି ଜାରି ହେବା ସହ ଏହା … Read More

୪ ଡକାୟତଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ

ଢେଙ୍କାନାଳ: ରାସୋଲ ବ୍ୟାଙ୍କ ଡକାୟତି ଘଟଣା । ଧରପଡିଲେ ୪ ଡକାୟତ । ଢେଙ୍କାନାଳ ଗୋବିନ୍ଦପୁର ଫାଣ୍ଡି ଅଧିନ ଏକ କୋଠାଘରୁ ଗୋଡ଼ାଇ ଧରିଲା ପୋଲିସ । ଡକାୟତଙ୍କୁ ପଚରା ଉଚରା କରୁଛି ପୋଲିସ । ସେମାନଙ୍କ ଠାରୁ ଲୁଟ ସୁନା, ଗୋଟିଏ … Read More