ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୪ରେ ନେବ ବାତ୍ୟାର ରୂପ

ଭୁବନେଶ୍ୱର:-ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହି ଲଘୁଚାପ କ୍ରମେ ଘନୀଭୂତ ହୋଇ ୨୪ ତାରିଖରେ ବାତ୍ୟାରେ ପରିଣତ ହେବ। ଆଇଏମ୍‌ଡି ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ ଏହି ବାତ୍ୟା କ୍ରମେ ଅତି ଭୀଷଣ … Read More

ବ୍ଲାକ ଫଙ୍ଗସ୍‌କୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ଵର :-ଓଡିଶାରେ ବ୍ଲାକ ଫଙ୍ଗସ୍ ମହାମାରୀ ଘୋଷିତ। ଏନେଇ ରାଜ୍ୟ ସରକାର ଗୁରୁବାର ଘୋଷଣା କରିଛନ୍ତି। ମହାମାରୀ ବ୍ୟାଧି ଆଇନ ୧୯୮୭ ଅନୁଯାୟୀ, ପ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷିତ କରାଯାଇଛି। ମହାମାରୀ କରୋନା ସମୟରେ ଆଉ ଏକ ଚିନ୍ତାର କାରଣ ସାଜିଥିବା … Read More

କରୋନା କାଳରେ ସାଇବର କ୍ରିମିନାଲ୍‌ ମାତିଛନ୍ତି

ଭୁବନେଶ୍ୱର:-ମହାମାରୀ କରୋନା କାଳରେ ସାଇବର କ୍ରିମିନାଲ୍‌ ମାତିଛନ୍ତି। ଲୋକଙ୍କ ଅସହାୟତାର ସୁଯୋଗ ନେଇ ଠକୁଛନ୍ତି ସାଇବର କ୍ରିମିନାଲ। ସେମାନଙ୍କ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଲେ ଡିଜିପି ଅଭୟ। ସେ କହିଛନ୍ତି-“ଟିକା, ଅକ୍ସିଜେନ, ଔଷଧ, ଟେଲିମେଡିସିନରେ ଠକେଇ ହେଉଛି। ଟିକା ପାଇଁ … Read More

ଅସହ୍ୟ ହେଲା ସ୍ୱାମୀର ଅତ୍ୟାଚାର, ୯ ମାସର ଛୁଆକୁ ଗାଡ଼ି ଆଗକୁ ଫିଙ୍ଗିଦେଲା ମାଆ

ଭଦ୍ରକ: ସହି ପାରିଲେନି ସ୍ୱାମୀର ଅତ୍ୟାଚାର, ଗାଡ଼ି ଆଗକୁ କଅଁଳ ଛୁଆକୁ ଫିଙ୍ଗିଦେଲା ମାଆ । ଏଭଳି ଏଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ବିଳମ୍ବିତ ରାତିରେ ଚାରିଘରିଆ ନିକଟ ମୁଣ୍ଡାସାହି ରାସ୍ତାରେ ଜଣେ ମହିଳା ସ୍ୱାମୀଙ୍କ ସହ ମନୋମାଳିନ୍ୟକୁ ନେଇ … Read More

୨୪ରେ ବାତ୍ୟାର ରୂପ ନେବ ‘ୟଶ’, ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନରେ ଆସନ୍ତା ୨୨ ତାରିଖରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଆସନ୍ତା ୨୪ ତାରିଖ ବେଳକୁ ବାତ୍ୟାର ରୂପ ନେବାର ସମ୍ଭାବନା ଅଛି । ଏହି ବାତ୍ୟା ଉତ୍ତର ଓଡିଶା ଉପକୂଳ କିମ୍ବା ବାଂଲାଦେଶରେ ସ୍ଥଳଭାଗକୁ … Read More

ସମ୍ଭାବ୍ୟ ବାତ୍ୟା: ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ, ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲ

ଭୁବନେଶ୍ୱର:pକରୋନା ମହାମାରୀ ସଂକ୍ରମଣ ମଧ୍ୟରେ ରାଜ୍ୟରେ  ବାତ୍ୟା ଆସିବାର ଆଶଙ୍କା ଦେଖାଦେଇଛି। ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆଜି ଜିଲ୍ଲାପାଳମାନଙ୍କ ସମେତ ଜଳସମ୍ପଦ, କୃଷି, ମତ୍ସ୍ୟ ଓ ପଶୁସମ୍ପଦ, … Read More

ଶିଶୁଙ୍କ ଯତ୍ନ ପାଇଁ ସରକାର ଜାରି କଲେ ହେଲପଲାଇନ୍ ନମ୍ବର

ଭୁବନେଶ୍ୱର:-କରୋନାର ଦ୍ୱିତୀୟ ପର୍ଯ୍ୟାୟ ଲହରରେ ଅନେକ ପରିବାରରେ ପିତାମାତା କୋଭିଡ୍ ସଂକ୍ରମିତ ହୋଇ ପ୍ରାଣ ହରାଇବା ଅବା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯୋଗୁ ସେମାନଙ୍କ ପିଲାମାନେ ଅନାଥ ଓ ଅସହାୟ ହୋଇପଡ଼ୁଛନ୍ତି। କୋଭିଡ୍ ସଂକ୍ରମିତ ପରିବାରର ଏହି ଶିଶୁମାନଙ୍କୁ ରଖିବା ପାଇଁ … Read More

ପ୍ରେମ ପାଇଁ ପିଟାପିଟି,

ବାଲେଶ୍ଵର:- ବାଲେଶ୍ଵର ଜିଲ୍ଲାରେ ଏଭଳି ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି । ଦୁଇ ଗୋଷ୍ଠୀ ଭିତରେ ଏଭଳି ମାର ପିଟ୍ ହେଉଛନ୍ତି ଯେମିତି ସାଉଥ ଫିଲ୍ମ ବି ଫିକା ପଡ଼ିଯିବ । ଘଟଣା ହେଉଛି ବାଲେଶ୍ଵର ଜିଲ୍ଲା ଶିଳ୍ପାଞ୍ଚଳ  … Read More

ବିଧାତାର ନିଷ୍ଠୁର ନିୟତି,ରଘୁନାଥଙ୍କ ବଡ଼ ପୁଅ ବି ଚାଲିଗଲେ, ଗତକାଲି ସାନ ପୁଅ ଆଖି ବୁଜି ଥିଲେ

ଭୁବନେଶ୍ୱର:- ସଂସାରଟି ବେଶ ଖୁସିରେ ଚାଲିଥିଲା । ନିଜ ନିଜ କ୍ଷେତ୍ରରେ ହାସଲ କରିଥିଲେ କୃତିତ୍ୱ । ବାପା ଦେଶର ଖ୍ୟାତି ସମ୍ପନ୍ନ ସ୍ଥପତି । ଆଉ ପୁଅମାନେ ନିଜ ନିଜ କ୍ଷେତ୍ରରେ ଯଥେଷ୍ଟ ପ୍ରତିଭାବାନ ତଥା ପ୍ରତିଷ୍ଠିତ ଥିଲେ। କିନ୍ତୁ … Read More

୩୧ ଜୁଲାଏ ଯାଏଁ ଟୋଲ୍ ଟିକସ୍ ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଟୋଲ୍ ଟ୍ୟାକ୍ସ ଛାଡ଼ କଲେ ରାଜ୍ୟ ସରକାର । କରୋନା ମହାମାରୀ ବେଳେ ଟୋଲ ଟିକସ ଛାଡ଼ କରିଛନ୍ତି ସରକାର । ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ମେଡିକାଲ ଅକ୍ସିଜେନ ଟ୍ୟାଙ୍କର, ସିଲିଣ୍ଡର ପରିବହନ … Read More