ପୁଣି ମାତିଲେ ମାଓବାଦୀ, ପ୍ରଜାକୋର୍ଟରେ ଦେଲେ ମୃତ୍ୟୁଦଣ୍ଡ

ମାଲକାନିଗିରି:-ମାଲକାନିଗିରି ପୁଣି ମାତିଲେ ମାଓବାଦୀ । ପ୍ରଜାକୋର୍ଟରେ ଦେଲେ ମୃତ୍ୟୁଦଣ୍ଡ । ମାଲକାନିଗିରି ଜିଲ୍ଲା ମହୁପଦର କେରିମିଟି ଗାଁରେ ପ୍ରଜାକୋର୍ଟରେ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଆନନ୍ଦ । ଗତ ଗୁରୁବାର ଦିନ ଆନନ୍ଦଙ୍କୁ ଘରୁ ଡାକି … Read More

୧୨୦ ଫୁଟ୍‌ ଉଚ୍ଚ ଇଲେକ୍ଟି୍ର ଟାଓ୍ଵାରରେ ଚଢିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ

ନୂଆପଡା:- ଦମ୍‌ ଦେଖାଇଲେ ନୂଆପଡା କୋମନା ଅଗ୍ନିଶମ ବିଭାଗ କର୍ମଚାରୀ । ୧୨୦ ଫୁଟ୍‌ ଉଚ୍ଚ ଇଲେକ୍ଟି୍ର ଟାଓ୍ଵାରରେ ଚଢିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ନାଁ ସନ୍ତୋଷ ଅହିର । ତାଙ୍କ ବୟସ ୨୫ ବର୍ଷ … Read More

ଘର ଭିତରୁ ମୁମୂର୍ଷୁ ଅବସ୍ଥାରେ ଅର୍ଦ୍ଧଦଗ୍ଧ ମହିଳା ଉଦ୍ଧାର,ନିଆଁ ଲଗାଇଦେଲେ ଧରମ ଭାଇ

ଭୁବନେଶ୍ବର:- ବାଲିପାଟଣା ପଦ୍ମପୁରରେ ଘଟିଛି ଅଭାବନୀୟ ଘଟଣା । ଘର ଭିତରୁ ମୁମୂର୍ଷୁ ଅବସ୍ଥାରେ ଅର୍ଦ୍ଧଦଗ୍ଧ ମହିଳା ଉଦ୍ଧାର । ଗୁରୁତର ମହିଳା ହେଉଛନ୍ତି ପଦ୍ମପୁର ଗାଁର ମାମୁନୀ ମାଣିଆ । ଗୁରୁତର ଅବସ୍ଥାରେ ମାମୁନୀଙ୍କୁ ପ୍ରଥମେ ନିମାପଡ଼ା ଓ ପରେ … Read More

ପୋଲିସ ହାତରେ ହାଇପ୍ରୋଫାଇଲ ଠକ, ଅଧିକ ସୁଧର ଲୋଭ ଦେଖାଇ ଠକିଛି ୪କୋଟି

ଭୁବନେଶ୍ବର:- ଲୋକଙ୍କ ସଞ୍ଚିତ ଅର୍ଥକୁ ହଡପ କରି ଦେଢ ବର୍ଷ ଧରି ଫେରାର ଥିବା ପ୍ରଭାକର ଜେନାଙ୍କୁ ସାମନ୍ତରାପୁରରୁ ଗିରଫ କରିଛି ମଞ୍ଚେଶ୍ୱର ପୋଲିସ । କମ୍ ଦିନରେ ଅଧିକ ସୁଧର ଲୋଭ ଦେଖାଇ ଲୋକଙ୍କୁ ୪ କୋଟିର ଚୂନ ଲଗାଇ ଦେଇଛି … Read More

୪ ବରିଷ୍ଠ ଆଇଏଏସ୍ ହେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

୪ ବରିଷ୍ଠ ଆଇଏଏସ୍ ହେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ । ୧୯୯୧ ବ୍ୟାଚର ୪ ଆଇଏଏସ୍ ଅଫିସରଙ୍କୁ ତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ତେବେ ଏହି ୪ ଆଇଏଏସ୍ ହେଉଛନ୍ତି ଅନୁ ଗର୍ଗ, ମଧୁସୂଦନ … Read More

ଟେଷ୍ଟ ଅଧିନାୟକ ପଦ ଛାଡିଲେ ବିରାଟ କୋହଲି

ନୂଆଦିଲ୍ଲୀ  :- ଟେଷ୍ଟ ଅଧିନାୟକ ପଦ ଛାଡି​‌ଲେ ବିରାଟ କୋହଲି । ଭାରତୀୟ ଦଳର ଟେଷ୍ଟ ଫର୍ମାଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି କୋହଲି । ଏ ନେଇ ବିରାଟ କୋହଲି ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ପୂର୍ବରୁ ଟ୍ବେଣ୍ଟି … Read More

ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ ଦେଶରେ ଶ୍ରେଷ୍ଠ ଟ୍ରେନିଂ ପ୍ରତିଷ୍ଠାନ

ଭୁବନେଶ୍ୱର:- ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ ଭୁବନେଶ୍ୱର ଦେଶର ଶ୍ରେଷ୍ଠ ପୋଲିସ ଟ୍ରେନିଂ ପ୍ରତିଷ୍ଠାନ । BPSPA- ୨୦୨୦-୨୧ପାଇଁ ଶ୍ରେଷ୍ଠ ଟ୍ରେନିଂ ପ୍ରତିଷ୍ଠାନ ଭାବେ ପୁରସ୍କୃତ ହୋଇଛି । ପୁରସ୍କାର ବାବଦକୁ ଟ୍ରଫି ସହ ୨୦ ଲକ୍ଷ ଟଙ୍କା ମିଳିଛି … Read More

ରାଜଧାନୀରେ ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରୀ ମାରି ହତ୍ୟା

ଭୁବନେଶ୍ଵର:-ରାଜଧାନୀରେ ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ । ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରୀ ମାରି ହତ୍ୟା କଲେ ଦୁର୍ବୃତ୍ତ । ତେବେ କେକ୍ ଖାଇବାକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱରର ପ୍ରେସ ଛକ … Read More

କୋଭିଡ କଟକଣାରେ ହେବ ସିଭିଲ ସର୍ଭିସ ପରୀକ୍ଷା

ଭୁବନେଶ୍ୱର: -କୋଭିଡ କଟକଣା ଭିତରେ ହେବ ସିଭିଲ ସର୍ଭିସ ପରୀକ୍ଷା । ଚଳିତ ମାସ ୨୦ ତାରିଖରୁ ସିଭିଲ୍ ସର୍ଭିସ୍ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୨୩ ତାରିଖ ଦିନ ଆସିଷ୍ଟାଣ୍ଟ ସର୍ଜନ ପଦବୀ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେବ । … Read More

କାଲିଠୁ ପାଗ ବଦଳିବା ସହ ବଢ଼ିବ ଶୀତ,

ଭୁବନେଶ୍ବର:-କାଲିଠୁ ବଦଳିବ ପାଗ । ବଢ଼ିବ ଶୀତ । କାଲିଠୁ ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ସମ୍ଭାବନା ରହିଛି । ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ପାଇଁ … Read More