୧୮ ମହଲା ବିଶିଷ୍ଟ ୱାଲର୍ଡ ସ୍କିଲ ସେଣ୍ଟର ଉଦଘାଟିତ

ଭୁବନେଶ୍ୱର:-ରାଜଧାନୀ ଭୁବନେଶ୍ୱରରେ ୧୮ମହଲା ବିଶିଷ୍ଟ ୱାଲର୍ଡ ସ୍କିଲ ସେଣ୍ଟରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି କୋଠା ଏବେ ରାଜ୍ୟର ସର୍ବାଧିକ ଉଚ୍ଚତା ବିଶିଷ୍ଟ କୋଠା ଓ ପ୍ରାୟ ସାଢ଼େ ୪ଲକ୍ଷ ବର୍ଗଫୁଟ ଅଂଚଳରେ ପରିମିତ। ଏହି ଅବସରରେ … Read More

ମୋହନା ବିଡିଓ ଚାକିରିରୁ ହେଲେ ନିଲମ୍ବିତ

ମୋହନା: କ୍ଷମତାର ଦୁରୂପଯୋଗ ଅଭିଯୋଗରେ ମୋହନା ବିଡିଓ ବଂଶୀଧର ଖୋସଲା ନିଲମ୍ବିତ । ଗଞ୍ଜେଇ ସହ ଜବତ ହୋଇଥିବା କାଜୁକୁ ଚଞ୍ଚକତା କରି କମ୍ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗରେ ନିଲମ୍ବନ କରିଛି ପଞ୍ଚାୟତିରାଜ ବିଭାଗ । ଘଟଣାରେ ୬ ଜଣଙ୍କ ନାମରେ … Read More

୪୫ରୁ ୬୦ ବର୍ଷ ବୟସ୍କ କଏଦୀଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାକରଣ ଜାରି ରହିଥିବା ବେଳେ ଖୁବଶୀଘ୍ର କଏଦୀ ମାନଙ୍କୁ ମଧ୍ୟ ଟିକା ଦିଆଯିବ । ଏନେଇ ଗୁରୁବାର ଦିନ ଜେଲ୍ ବିଭାଗ ଏକ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି । ୬୦ ବର୍ଷରୁ ଅଧିକ ସମସ୍ତ ବୟସ୍କ କଏଦୀଙ୍କୁ … Read More

ଦୁଇଦିନିଆ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲା। ଆଜିଠୁ ଦୁଇଦିନିଆ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ। ଦୁଇ ଦିନିଆ ରିମାଣ୍ଡରେ ନେଇ ଜେରା କରିବ ସିବିଆଇ। ଅଧିକ ତଥ୍ୟ ପ୍ରମାଣ ପାଇଁ କରିବ ମାରାଥନ ଜେରା। ୧୯୯୯ର କଳାରାତିର ସତ ବଖାଣିବ … Read More

ପୋଲିସ ଡାକୁଛନ୍ତି କହି NHରୁ ଲୁଟିନେଲେ ଟ୍ରକ୍‌

ଖୋର୍ଦ୍ଧା: -NH  ରେ ପୁଣି ମାତିଲେ ଲୁଟେରା। ବାରମ୍ବାର ହେଉଛି ଲୁଟ। ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଚ। ପୋଲିସ୍ର ପରିଚୟ ଦେଇ ଲୁହା ପଥର ବୋଝେଇ  ଟ୍ରକ୍  କଲେ ଲୁଟ୍। ଲୁଟ୍ ହୋଇଛି  ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ରାଇସ୍ … Read More

ଇବ ନଦୀ ପଠାରୁ ମିଳିଲା ଯୁବକଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ,

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରର ଇବ ନଦୀ ପଠାରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। କଟାମୁଣ୍ଡ ଓ ଗୋଟିଏ କଟା ଗୋଡ ଉଦ୍ଧାର କରାଯାଇଥିବା ବେଳେ ଆଉ ଗୋଟିଏ କଟା ଗୋଡ ମିଳୁନଥିବାରୁ ପୋଲିସ ପକ୍ଷରୁ ଖୋଜାଖୋଜି କରାଯାଉଛି। … Read More

ଜାଲି କମ୍ପାନୀ ଖୋଲି ଲୁଟିନେଲେ ୨୮ କୋଟି

ରାଉରକେଲା: କରୋନା କାଳରେ ରାଉରକେଲା ବଢ଼ିଛି ଜିଏସ୍‌ଟି ଠକଙ୍କର ରାଜ। ଷ୍ଟିଲ ସିଟି ଏବେ ଜିଏସ୍‌ଟି ଠକଙ୍କର ଆଡ୍ଡାରେ ପରିଣତ ହୋଇଛି। କିଛି ଦିନ ପୂର୍ବରୁ ରାଉରକେଲାରେ ଜିଏସ୍‌ଟି ଠକ ଗିରଫ ହୋଇଥିଲେ। ତେବେ ଆଜି ମଧ୍ୟ ରାଜ୍ୟ ଜିଏସ୍‌ଟି ଏନଫୋର୍ସମେଣ୍ଟ ଓ୍ୱିଙ୍ଗ୍‌କୁ … Read More

ଖେଳକୁଦ ବୟସରେ ପଡ଼ୁଥିଲା ହାତଗଣ୍ଠି

ରାଉରକେଲା:- ଖେଳକୁଦ ବୟସରେ ହେଉଥିଲା ବିବାହ । ସଂସାରକୁ ବୁଝିବା ଆଗରୁ ଲଦା ଯାଉଥିଲା ସଂସାରର ବୋଝ।  କିଛି ବୁଝିବା ପୂର୍ବରୁ ପାଠପଢ଼ାରେ ଡୋରି ବାନ୍ଧି ନାବାଳିକା ଝିଅକୁ ବିବାହ ବେଦୀରେ ବସାଇ ଦେଇଥିଲେ ପରିବାର ଲୋକ। ହେଲେ ହାତଗଣ୍ଠି ପଡ଼ିବା ପୂର୍ବରୁ … Read More

ଅପରେସନ ସମୟରେ ଖାଦ୍ୟନଳୀ କାଟିଦେଲେ ଡାକ୍ତର

ବୁର୍ଲା: ଡାକ୍ତରଙ୍କ ଭୁଲ ଚିକତ୍ସା ଯୋଗୁଁ ମହିଳା ଗୁରୁତର। ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ପରିବାର ଲୋକେ। ପରିବାର ନିୟନ୍ତ୍ରଣ ଅପରେସନ ସମୟରେ ଖାଦ୍ୟନଳୀ କାଟି ଦେଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି। … Read More

‘ବିନା ଦ୍ୱିଧା, ସଙ୍କୋଚରେ କରୋନା ଟିକା ନିଅନ୍ତୁ’

ଭୁବନେଶ୍ୱର: କୋଭିଡ୍ ଯୁଦ୍ଧକୁ ବର୍ଷେ ୨ ମାସ ବିତିଲାଣି। ଏହି ଯୁଦ୍ଧରେ ଆମକୁ ଅଭୂତପୂର୍ବ ସଫଳତା ମିଳିଥିବା ବେଳେ ଏହାର ଶ୍ରେୟ କୋଟି କୋଟି ଭାରତୀୟଙ୍କର । ଭାରତର ସଫଳତାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି। କୋଭିଡ୍ ଯୁଦ୍ଧରେ ବିଜୟର … Read More