ସ୍ୱାମୀଙ୍କ ନିର୍ଯାତନା ପାଇଁ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କଲେ କନେଷ୍ଟବଳଙ୍କ ସ୍ତ୍ରୀ
ଢ଼େଙ୍କାନାଳ:- ଢ଼େଙ୍କାନାଳ ଜିଲ୍ଲା ଏସପି କାର୍ଯ୍ୟାଳୟରେ ଅଭାବନୀୟ ଘଟଣା । କନେଷ୍ଟବଳ ସ୍ତ୍ରୀଙ୍କ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ। ସ୍ବାମୀ ନିର୍ଯାତନା ଓ ଦ୍ୱିତୀୟ ବିବାହ କରିଥିବାରୁ ବାରମ୍ବାର ପୋଲିସ ଆଗରେ ଗୁହାରୀ କରି ନ୍ୟାୟ ନମିଳିବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି … Read More