ରାଜଧାନୀର ଆଉ ୧୮ଟି ସ୍ଥାନରେ ଲାଗୁ ହେଲା କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର: –ରାଜଧାନୀର ଆଉ ୧୮ଟି ସ୍ଥାନରେ କଣ୍ଟେନମେଣ୍ଟ । ବିଏମ୍‌ସି ଦକ୍ଷିଣପୂର୍ବ ଜୋନ୍‌ରେ ୧୧ଟି, ଉତ୍ତର ଜୋନ୍‌ରେ ୧ ଓ ଦକ୍ଷିଣ ପଶ୍ଚିମ ଜୋନ୍‌ରେ ୬ଟି ଏଯାଏ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନର ୧୧ଟି ସ୍ଥାନକୁ … Read More

୧୧ରୁ ରାଜ୍ୟର ଅଧିକାଂଶ ସ୍ଥାନରେ ହେବ ବର୍ଷା,

ଭୁବନେଶ୍ୱର: :-୧୧ରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା। ୧୪ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ। ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍‌ସ ପ୍ରଭାବରେ ବଙ୍ଗୋପସାଗର ମଧ୍ୟରୁ ଉଷ୍ଣ ଜଳୀୟବାଷ୍ପ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଛି। ଏହାର ପ୍ରଭାବରେ … Read More

ବଢ଼ିଲା ଅଙ୍ଗନବାଡି କର୍ମୀଙ୍କ ସେବା ନିବୃତ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର: –ସେବା ନିବୃତ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି ହୋଇଛି । ଅଙ୍ଗନବାଡି କର୍ମୀ ସେବା ନିବୃତ ବେଳେ ୨୦ହଜାର ଟଙ୍କା ବଦଳରେ ଏକକାଳୀନ ପ୍ରୋତ୍ସାହନ ରାଶି ୪୦ ହଜାର ଟଙ୍କା ପାଇବେ । ଏହି ଘୋଷଣା … Read More

ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା, ଫେବୃଆରୀ ୧୦ରୁ ୭ଟି ପର୍ଯ୍ୟାୟରେ ହେବ ମତଦାନ, ମାର୍ଚ୍ଚ ୧୦ରେ ଫଳାଫଳ

ନୂଆଦିଲ୍ଲୀ: –ଦେଶର ୫ଟି ରାଜ୍ୟ–ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି । କରୋନାର ଦ୍ରୁତ ସଂକ୍ରମଣ ବୃଦ୍ଧି ଭିତରେ ମୋଟ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ଓ ମାର୍ଚ୍ଚ ୧୦ରେ ଫଳାଫଳ … Read More

ରାଜ୍ୟରେ କରୋନା ମିଟର ଉପରମୁହାଁ,୨୪ ଘଣ୍ଟା ଭିତରେ ୩୬୭୯ ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: –ରାଜ୍ୟରେ କରୋନା ମିଟର ଉପର ମୁହାଁ ହେବାରେ ଲାଗିଛି । ପ୍ରତିଦିନ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ସବୁଠାରୁ ବଡ କଥା ହେଉଛି କେବଳ ଜାନୁଆରୀ ମାସର ୮ଦିନରେ ରାଜ୍ୟରୁ ଚିହ୍ନଟ ହେଲେଣି ୧୧ ହଜାର ୩୨୧ ସଂକ୍ରମିତ । … Read More

ଜଙ୍ଗଲକୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ: ବାରହା ପାଇଁ ଫାସ ବସାଇଥିଲା ଭାଇ, ସେହି ଫାସରେ ଚାଲିଗଲା ଭଉଣୀର ଜୀବନ

କୋରପୁଟ:- କୋରପୁଟ ଜିଲ୍ଲା ବୋରିଗୁମା ନିକଟ ଜଙ୍ଗଲକୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ । ପୂର୍ବରୁ ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ହେଲେ ପୁଲିସ ତଦନ୍ତ କରି ଯୁବତୀଙ୍କ ମୃତ୍ୟୁ ପଛର … Read More

ରାଜଧାନୀର କାନ୍ଥରେ ଶୋଭା ପାଉଛି ପୁରୁଣା ସିନେମାର ଅଭୁଲା ସ୍ମୃତି

ଭୁବନେଶ୍ୱର: -ଭୁବନେଶ୍ୱର କାନ୍ଥରେ ଶୋଭା ପାଉଛି ପୁରୁଣା ସିନେମାର ଅଭୁଲା ସ୍ମୃତି । ସେତବେଳର ହିରୋ ହିରୋଇନ ମାନଙ୍କ ଫଟୋ ଓ ପୋଷ୍ଟର ଦେଖିବାକୁ ମିଳୁଛି । ଚିତ୍ରକରଙ୍କ ଏହି ନିଆର ଉଦ୍ୟମ ପୁଣିଥରେ ହଜି ଯାଉଥିବା ସିନେମାର ସେହି ପୁରୁଣା … Read More

ଜାଭିଅରରେ ପଶିଲା କରୋନା : ୩୦ରୁ ଅଧିକ ପଜିଟିଭ ଚିହ୍ନଟ

ଭୁବନେଶ୍ୱର:- ଜାଭିଅର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟରେ ପଶିଲା କରୋନା । ଅନୁଷ୍ଠାନର ୩୦ରୁ ଅଧିକ ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା । ଜାଭିଅର ଇନଷ୍ଟିଚ୍ୟୁଟର ଗୋଟିଏ ହଷ୍ଟେଲକୁ ସମ୍ପୂର୍ଣ କଣ୍ଟେନମେଣ୍ଟ ଯୋନ କରାଯାଇଛି। ବାକି ସମସ୍ତ ହଷ୍ଟେଲ ଛାତ୍ରଛାତ୍ରୀଙ୍କର … Read More

ରାତି ସାଢ଼େ ୮ଟାରୁ ବନ୍ଦ ହେଲା ସାଧାରଣ ଦର୍ଶନ

ପୁରୀ:- କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ଆସନ୍ତା ସୋମବାରଠୁ ଶ୍ରୀମନ୍ଦିରରେ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ସେହିପରି ରବିବାର ସାନିଟାଇଜେସନ ପାଇଁ ସାଧାରଣ ବନ୍ଦ ହେବାକୁ ଥିବାରୁ ଆଜି ଶ୍ରୀମନ୍ଦିରରେ ଲାଗିଥିଲା ପ୍ରବଳ ଗହଳି ଚହଳି । ଦିନ ସାରା ୭ ଲକ୍ଷ … Read More

ଭୁବନେଶ୍ୱରର ଆଉ ୧୧ ଅଞ୍ଚଳ କଣ୍ଟେନମେଣ୍ଟ୍ ଜୋନ୍,

ଭୁବନେଶ୍ୱର:-ରାଜଧାନୀର ୧୧ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ଏକାଧିକ କୋଭିଡ ପଜିଟିଭ୍‌ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଉତ୍ତର ଜୋନ୍‌ର ନିଳାଦ୍ରିବିହାର ବୁଦ୍ଧ ପାର୍କ ପ୍ଲଟ ନଂ … Read More