ପ୍ରେମୀ ଯୁଗଳଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର,
ଗଜପତି: ପ୍ରେମୀ ଯୁଗଳଙ୍କ ସନ୍ଦେହଜନକ ମୃତ୍ୟୁ । ଗଜପତି ଜିଲ୍ଲା ଗୁରୁଣ୍ଡିଥାନା ଆରିବା ଗାଁରେ ଘଟିଛି ଅଭାବନୀୟ ଘଟଣା । ଏକ ପରିତ୍ୟକ୍ତ ଘର ଭିତରୁ ଯୁବକ-ଯୁବତୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ଦୁହିଁଙ୍କୁ ଯୋଜନାବନ୍ଧ ଭାବେ ହତ୍ୟା କରାଯାଇଥିବା … Read More